IAS ଇଣ୍ଟରଭିୟୁରେ ପଚରାଗଲା- ଗାଡି ଟାୟାରର ରଙ୍ଗ କଳା ହିଁ କଣ ପାଁଇ ହେଇଥାଏ? ମିଳିଲା ଏପରି ଉତ୍ତର ଶୁଣିକି ସମସ୍ତେ ଆଶ୍ଚର୍ଯ୍ୟ

ଆପଣ ତ ଅନେକ ଗାଡି ଦେଖିଥିବେ ଏବଂ ଚଳାଇଥିବେ ମଧ୍ୟ I ଆଉ ଏହା ବି ଜାଣିଥିବେ ପ୍ରତୋକ ଗାଡି ର ଟାୟାର ର ରଙ୍ଗ କଳା ଅଟେ I ବିନା ଟାୟାର ରେ ବି କୌଣସି ଗାଡି ଚାଲି ନ ଥାଏ I ତେବେ ଆଜି ଆଲୋଚନା କରିବା ଏହି ଟାୟାର ର ରଙ୍ଗ କଳା କଣ ପାଁଇ I

କଣ ଆପଣ କେବେ ଧ୍ୟାନ ଦେଇଛନ୍ତି ପ୍ରତୋକ ଗାଡି ର ଟାୟାର ର ରଙ୍ଗ କଳା ହେଇଥାଏ I ଗାଡି ଅନେକ ଡିଜାଇନ ର ହେଇକି ବି ଟାୟାର ସର୍ବଦା କଳା ରଙ୍ଗ ର ହିଁ ହେଇଥାଏ I

ଏହା ତ ଆପଣ ଜାଣିଥିବେ ଟାୟାର ରବର ରୁ ହିଁ ତିଆରି ହେଇଥାଏ ଏବଂ ରବର ର ପ୍ରାକୃତିକ ରଙ୍ଗ ପାଉଁଶିଆ ରଙ୍ଗ ହେଇଥାଏ I କିନ୍ତୁ ଟାୟାର ସମ୍ପୂର୍ଣ କଳା କିପରି ଆପଣ ଚିନ୍ତା କରୁଥିବେ I ଟାୟାର ନିର୍ମାଣ ସମୟ ରେ ହିଁ ଏହା ର ରଙ୍ଗ ରେ ପରିବର୍ତନ ଆସିଥାଏ I

ଟାୟାର ନିର୍ମାଣ ସମୟ ରେ ସେଥିରେ କଳା କାର୍ବନ ମିଶାଯାଇଥାଏ ଯାହା ଦ୍ୱାରା କି ରବର ଶୀଘ୍ର ଘୋରିହେଇ ନ ଥାଏ I ଯାହା ଦ୍ୱାରା ଏକ ଟାୟାର ପ୍ରାୟ 10 ହଜାର କିମି ଯାତ୍ରା କରିପାରି ଥାଏ I କିନ୍ତୁ ଯଦି ଟାୟାର ରେ ସାଧାରଣ ରବର ଲଗାଯାଇଥାନ୍ତା ତେବେ ଏହା ଶୀଘ୍ର ଘୋରି ହେଇ ଯାଇ ଥାନ୍ତା I କିନ୍ତୁ କାର୍ବନ ମିଶ୍ରଣ ଦ୍ୱାରା ଏହା ଅଧିକ ଦିନ ଲାଷ୍ଟିଙ୍ଗ କରିଥାଏ I

କଳା କାର୍ବନ ବି ଅନେକ ଶ୍ରେଣୀ ରେ ବିଭକ୍ତ ହେଇଥାଏ ଏହା ର ଗୁଣବତ୍ତା ଉପରେ ଏହା ନିର୍ଭର କରିଥାଏ I ରବର ଖୁବ କମଜୋର କାରଣ ରୁ ଏହା ଶୀଘ୍ର ଘୋରି ନ ହେବା ପାଁଇ ହିଁ ଏହି ଉପାୟ କୁ ଲୋକେ ଆପଣେଇଥାନ୍ତି I

ଟାୟାର କରିବା ସମୟ ରେ ସେଥିରେ ସଲଫର ବି ମିଶାଯାଇଥାଏ ଯାହା ଦ୍ୱାରା କାର୍ବନ କଳା ହେଇଥାଏ ଯାହା ଦ୍ୱାରା ଅତି ସୂର୍ଯ୍ୟ ଙ୍କ ର ଉତ୍ତାପ ରେ ବି ଏହା ଖରାପ ହେଇ ନ ଥାଏ I ଏହା ଦ୍ୱାରା ଆପଣ ଙ୍କ ର ଖର୍ଚ୍ଚ ବି କମ ହେଇଥାଏ ଓ ଟାୟାର ଅଧିକ ଦିନ ଲାଷ୍ଟିଙ୍ଗ କରିଥାଏ I

Share Your Views In Comments Below

comments