28 ବର୍ଷରୁ ଅଧିକ ଯଦି କୁମାରୀ ରହିବେ ଜଣେ ଯୁବତୀ ତେବେ ହେଇଯିବେ ଏହି ରୋଗର ଶିକାର… ପଢିଲା ପରେ ଆଜିହିଁ ବାହା ହୋଇଯିବେ

କିଛି ସ୍ଥାନ ରେ ଦେଖିବାକୁ ମିଳିଥାଏ ଯୁବତୀ ମାନେ ଡେରି ରେ ବିବାହ କରିଥାନ୍ତି ଏବଂ କିଛି ଯୁବତୀ ନିଜ ସାଙ୍ଗ ଙ୍କ ର ବିବାହ ଦେଖି ଚିନ୍ତା କରିଥାନ୍ତି ସେମାନେ କେବେ ବିବାହ କରିବେ | ତେବେ ଏକ ସର୍ବେ ରୁ ଜଣାଯାଇଛି କି 28 ବର୍ଷ ରୁ ଉର୍ଧ୍ଵ ଯୁବତୀ ମାନେ ଯଦି ବିବାହ ନ କରିଥାନ୍ତି ତେବେ ସେମାନେ ମାନସିକ ଦୁଶ୍ଚିନ୍ତା ରେ ରହିଥାନ୍ତି |

ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ ଓ ସାଇକଟିଷ୍ଟ ଜର୍ଣ୍ଣାଲଙ୍କ ପ୍ରକାଶିତ ଏହି ଗବେଷଣା ଅନୁସାରେ 28 ବର୍ଷ ରୁ ଉର୍ଧ୍ଵ ଯୁବତୀ ମାନେ କୁମାରୀ ରହିଲେ ସେମାନେ ମାନସିକ ଦୁଶ୍ଚିନ୍ତା ର ଶିକାର ହେଇଥାନ୍ତି | ଏବଂ ଏହି ଆଶଙ୍କା 42 ପ୍ରତିସଦ ଯୁବତୀ ଙ୍କ କ୍ଷେତ୍ର ରେ ଦେଖିବାକୁ ମିଳିଥାଏ | ଏବଂ ଯଦି କୌଣସି ପ୍ରେମ ସମ୍ବନ୍ଧ ରେ ରହିଥାନ୍ତି ଓ ତାଙ୍କ ପାର୍ଟନର ଙ୍କ ର କୌଣସି କାରଣ ବଶତଃ ମୃତ୍ୟୁ ହେଇଥାଏ ତେବେ ମଧ୍ୟ ଅଧିକ ସମୟ ଏକାକୀ ରହିବା ଦ୍ୱାରା ସେମାନେ ମାନସିକ ଦୁଶ୍ଚିନ୍ତା ର ଶିକାର ହେଇଥାନ୍ତି | ଏବଂ ଏପରି କ୍ଷେତ୍ର ମାନସିକ ଦୁଶ୍ଚିନ୍ତା ର ପ୍ରଭାବ 20 ପ୍ରତିସଦ ବଢ଼ିଯାଇଥାଏ |

ଏକ ସର୍ବେ ରୁ ଏହା ଜଣାଯାଇଛି କି ବିବାହ ଓ ଡିମସିଆ ଉଭୟ ଙ୍କ ର ଗଭୀର ସମ୍ବନ୍ଧ ରହିଛି | କାରଣ ବିବାହ କରିବା ଦ୍ୱାରା ଯୁବତୀ କେବେ ହେଲେ ନିଜ କୁ ଆଉ ଏକାକୀ ଭାବି ନ ଥାନ୍ତି ଏବଂ ମାନସିକ ଦୁଶ୍ଚିନ୍ତା ର୍ହି ନ ଥାଏ | ଏବଂ ଆମ ର ଜୀବନଶୈଳୀ ବି ଆମ ଉପରେ ଗଭୀର ପ୍ରଭାବ ପକାଇଥାଏ |

ଏକ ଗବେଷଣା ରୁ ଏହା ବି ଜଣାଯାଇଛି କି ଏକାକୀ ରହୁଥିବା ଲୋକେ ଖୁବ କମ ବୟସ ରେ ମୃତ୍ୟୁବରଣ କରିଥାନ୍ତି | ଡିମଏସିଆ ଏକ ଏପରି ରୋଗ ଯାହା ଦ୍ୱାରା ଆପଣ ସବୁ କିଛି ଭୁଲିବ ଆରମ୍ଭ କରିଥାନ୍ତି | ଆପଣ ଙ୍କ ର କୌଣସି କାର୍ଯ୍ୟ ରେ ବି ମନ ଲାଗି ନ ଥାଏ ଏବଂ ଲୋକେ ଏହି ରୋଗ ରେ ଚିନ୍ତା କରିବା ଶକ୍ତି ହଜେଇ ଦେଇଥାନ୍ତି |

Share Your Views In Comments Below

comments