Pintu ନନ୍ଦଙ୍କ ଦଶାହରେ କାମ ବେଳେ ସ୍ତ୍ରୀ କରିଲେ ଏମିତି କିଛି, ସବୁ ଭୁଲିଗଲେ… ହେ ଭଗବାନ

ନମସ୍କାର ବନ୍ଧୁଗଣ ଚାହୁଁ ଚାହୁଁ ପିଣ୍ଟୁ ନନ୍ଦଙ୍କ ମୃତ୍ୟୁକୁ ୧୦ ଦିନ ବିତିଗଲା ଆଜି ହେଉଛି ପିଣ୍ଟୁ ନନ୍ଦଙ୍କର ଦଶାହ ଏବଂ ଏହି ଦଶାହ ବେଳେ ମନେ ପଡ଼ୁଛନ୍ତି ପିଣ୍ଟୁ ନନ୍ଦ ଯଶୋଦା ହସ୍ପିଟାଲ୍ ରେ ମୃତ୍ୟୁ ବରଣ କରିଥିବା ପିଣ୍ଟୁ ନନ୍ଦଙ୍କର ଆଜି ହେଉଛି ଦଶାହ ତେବେ ଦଶାହରେ ପୁଅ ସାଇ ବାପାଙ୍କ ପାଇଁ ହୋଇଛି ଲଣ୍ଡା ଏବଂ ବାପାଙ୍କ ଅସ୍ତିକୁ ବିସର୍ଜନ କରିବା ପାଇଁ ଅସ୍ଥି ମଧ୍ୟ ଆଣିଛି |

ତେବେ ବାପାଙ୍କ ମୁହଁରେ ମୁଖାଗ୍ନୀ ଦେଇଥିବା ସାଇ ଏବେ ବହୁନି ବହୁନୀ ବାପାଙ୍କୁ ଖୋଜୁଛି କାନ୍ଦିବନି ବା କେମିତି ଯିଏ ଦିନେ ସାହାରା ଦେବାକୁ ଫିଲ୍ମ ଲାଇନ୍ ରେ ପ୍ରତିଶ୍ରୁତି ଦେଇଥିଲେ ସିଏ କାନ୍ଦୁଛନ୍ତି ଯିଏ ହାତ ଧରି ଆଣିଥିଲା ସ୍ତ୍ରୀ ମଧ୍ୟ କାନ୍ଦୁଛନ୍ତି ଚାହୁଁ ଚାହୁଁ ୧୦ ଦିନ କେମିତି ବିତିଗଲା କେହିବି ଜାଣି ପାରିଲେ ନାହିଁ ଏବେକା ଭଳି ଲାଗୁଛି ଆମ ଆଗରେ ହସୁ ଖେଳି ଅଭିନୟ କରୁଥିଲେ ଏବଂ ସମସ୍ତଙ୍କୁ ହସାଇବା ସହିତ ସମସ୍ତଙ୍କୁ ମଜା ମାଜଲିସ ଭଳି କଥା କହୁଥିଲେ|

କିନ୍ତୁ ହଠାତ୍ ଏମିତି ଛାଡି ଚାଲିଯିବେ ଏହା କେହି ବିଶ୍ୱାସ କରି ପାରୁନାହାଁନ୍ତି। ସ୍ତ୍ରୀ ମଧ୍ୟ ସ୍ବାମୀଙ୍କୁ ହରାଇ ବେଶ୍ କାନ୍ଦୁଛନ୍ତି ଭାବୁଛନ୍ତି ସେଦିନ ଯଦି ମୁଁ ଛାଡ଼ିକି ଯାଇନଥାନ୍ତି ଆଜି ତାହେଲେ ମୋ ସ୍ବାମୀଙ୍କୁ ମୁଁ ଏହି ଅବସ୍ଥାରେ ପାଇ ନଥାନ୍ତି କିନ୍ତୁ ସ୍ଵାମୀ ତ ଚାଲି ଯାଇଛି ଆଉ ଫେରିବେନି ସ୍ତ୍ରୀର ଏହି ଆକୁଳ ନିବେଦନ ପୁଅର ଏହି ଆକୁଳ ଡାକ ଆଉ ଫେରାଇ ପାରିବ ନାହିଁ ମୃତ୍ୟୁ କରିଥିବା ମଣିଷକୁ ଆଜି ଦଶାହ କାର୍ଯ୍ୟ ବେଳେ ଏମିତି କିଛି ଦେଖିବାକୁ ମିଳିଥିଲା |

ଦଶାହ ତୁଠରେ ପରିବାର ଲୋକଙ୍କର କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଦଶାହ ତୁଠ ସ୍ତ୍ରୀ ସ୍ୱାମୀକୁ ଖୋଜୁଥିଲା ପୁଅ ବାପାକୁ ଖୋଜୁଥିଲା ଏବଂ ଭାଇକୁ ଖୋଜୁଥିଲେ ଭଉଣୀମାନେ କିନ୍ତୁ ଆଉ ସ୍ଵାମୀ ବାପା ଆଉ ଭାଇ ଆଉ ଫେରିବ ନାହିଁ ପିଣ୍ଟୁ ନନ୍ଦଙ୍କର ଆତ୍ମାର ସଦ୍ଗତି ନିମନ୍ତେ ଆମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ।

Share Your Views In Comments Below

comments