ନମସ୍କାର ବନ୍ଧୁଗଣ ଆଉଜଣେ ବୋହୂ ଏବେ ଶାଶୁଘର ଆଗରେ ଧାରଣା ଦେଇଛି ପ୍ରେମ ବିବାହ କରି ସ୍ଵାମୀ ସ୍ତ୍ରୀକୁ ଘରକୁ ନ ନେବାରୁ ଶାଶୁଘର ଆଗରେ ଏବେ ଧାରଣାରେ ବସିଛି ବୋହୂ ମୁଁ ତାଙ୍କ ଘରକୁ ଗଲେ ମତେ ମୋ ଶଶୁର ଶାଶୁ ଓ ସ୍ଵାମୀ ବାଡଉଛନ୍ତି ମୋତେ ବୋହୂର ସିକୃତି ଦେଉ ନଥିବାରୁ ମୁଁ ମୋ ଶଶୁର ଘର ଆଗରେ ଧାରଣା ଦେଇଛି।
ଏଭଳି ଏକ ଘଟଣା ଏବେ ଦେଖିବାକୁ ମିଳିଛି ଭଦ୍ରକ ଧାମନଗର ଥାନା ଦୋବର ପଞ୍ଚାୟତ ସୁଧ ଗ୍ରାମରେ ତେବେ ଉକ୍ତ ଗ୍ରାମର କୁନାଲ ସାହୁଙ୍କ ପୁଅ ଦୀପକ ସାହୁଙ୍କୁ ଧାମନଗର ଦକ୍ଷିଣା ଗ୍ରାମର ସୁଦର୍ଶନ ବେହେରାଙ୍କ ଝିଅ ମଞ୍ଜୁଲତା ବେହେରା ଦୀର୍ଘ ୩ ବର୍ଷ ପୂର୍ବେ ଚେନ୍ନାଇ ନେଇଯାଇ ସେଠାରେ ବିବାହ କରିଥିଲେ ଏହି ବିବାହର ୩ ବର୍ଷ ପରେ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲା |
ପରେ ଚେନ୍ନାଇରୁ ଘରକୁ ଫେରିଥିଲେ ହେଲେ ସ୍ତ୍ରୀକୁ ସେଥିରେ ନ ନେଇ ବାପଘରେ ଛାଡ଼ି ଦେଇଥିଲେ କିଛିଦିନ ପରେ ସ୍ତ୍ରୀ ମଞ୍ଜୁଲତା ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ଵାମୀ ପୂର୍ବରୁ ଦୁଇ ଜଣଙ୍କୁ ବିବାହ କରିଥିବା ବେଳେ ଗୋଟିଏ ସ୍ତ୍ରୀର ମୃତ୍ୟୁ ହୋଇ ଯାଇଥିଲା ତେବେ ଏହା ଜାଣିବା ପରେ ଆଜି ଶାଶୁଘରକୁ ଆସିଥିଲା କିନ୍ତୁ ଶାଶୁଘର ଲୋକେ ନ ଛାଡ଼ିବାରୁ ମଞ୍ଜୁଲତା ରାଗରେ ଏବେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।
ତେବେ ସ୍ବାମୀ ଆଉ ଦୁଇଜଣ ଝିଅଙ୍କୁ ଆଗରୁ ବିବାହ କରିଥିଲେ ଆଉ ଜଣେ ମରିଯାଇଥିଲା ଆଉ ଜଣେ ସ୍ତ୍ରୀ ତାଙ୍କ ଘରେ ଅଛନ୍ତି ତେଣୁକରି ଏହି ବୋହୂକୁ ଘରେ ପୁରେଇଲେ ଶାଶୁ ଶଶୁର ଜେଲ୍ ଯିବା ଡରରେ କିଛି କରିପାରୁ ନାହାଁନ୍ତି ଏଥିପାଇଁ ଧାମନଗର ଥାନା ଅଧିକାରୀ ଆସି ବୁଝାସୁଝା କରିଥିଲେ ଆଉ କିଛି ଏଗ୍ରିମେଣ୍ଟ କରି ଯାଇଥିଲେ ତେବେ ଦେଖାଯାଉ କିଏ ରହୁଛି ସ୍ଵାମୀଙ୍କ ପାଖରେ ଆଉ କିଏ ରହିଛି ବାହାରେ।
ପ୍ରେମ ବିବାହ କରିଥିଲେ ଏବେ ସ୍ବାମୀ ନେଉ ନାହିଁ ଘରକୁ, ଶେଷରେ ଶାଶୁଘର ଆଗରେ ଧାରଣରେ ବସିଲା Bohu, ଦେଖନ୍ତୁ ପୁରା ଖବର
