ପୁଅ ହେଲା ସହିଦ ତ ବାପା ଦେଲେ ଏପରି ବୟାନ, ଶୁଣିକି ପ୍ରତେକ ଭାରତୀୟ ମାନଙ୍କୁ ହେବ ଗର୍ବ

ଜାମୁ କାଶ୍ମୀର ର ଶ୍ରୀ ନଗର ରେ ଆତଙ୍କୀ ଆକ୍ରମଣ ରେ ସହିଦ ହେଇଛନ୍ତି ଯବାନ ରମେଶ ରଞ୍ଜନ | ରାଜକୀୟ ସଂମାନ ସହ ତାଙ୍କ ର ଅନ୍ତିମ ସଂସ୍କାର ପୁରା ହେଇଚି | ପିତା ରାଧା ମୋହନ ସିଂ ନିଜ ପୁଅ କୁ ମୁଖାଗ୍ନି ଦେଇଥିଲେ | ସେହି ଅନ୍ତିମ ସଂସ୍କାର ରେ ଉପସ୍ଥିତ ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଏବଂ ଏହା ସହ ଉପସ୍ଥିତ ଲୋକେ ଭାରତ ମାତା କି ଜୟ ଓ ସହିଦ ଯବାନ ଅମର ରହେ ନାରା ଦେଇଥିଲେ | ବିହାର ସରକାର ର ପରିବହନ ମନ୍ତ୍ରୀ ସନ୍ତୋଷ ନିରାଲା , ସିଆରପିଏଫ ଆଇଜି , ଭିଜପୁର ଡିଏମ ସମେତ ହଜାର ହଜାର ସଂଖ୍ୟା ରେ ଲୋକେ ସହିଦ ଯବାନ ଙ୍କ ର ଅତିମ ଯାତ୍ରା ରେ ସାମିଲ ହେଇଥିଲେ |

ଜାମୁ କାଶ୍ମୀର ର ଲେବପୁରା ଅଂଚଳ ରେ ସିଆରପିଏଫ ଓ କିଛି ଆତଙ୍କବାଦୀ ଙ୍କ ମଧ୍ୟ ରେ ଗୁଳି ବିନିମୟ ହେଇଥିଲା | ଏବଂ ଏହି ଗୁଳିବିନିମୟ ରେ CRPF ଯବାନ ରମେଶ ରଞ୍ଜନ ସହିଦ ହେଇଥିଲେ | ମିଳିଥିବା ସୂଚନା ଅନୁସାରେ ରମେଶ ରଞ୍ଜନ ସହିଦ ହେବା ପୂର୍ବ ରୁ ଜଣେ ଆତଙ୍କବାଦୀ ଙ୍କୁ ନିପାତ କରିଥିଲେ |

ରମେଶ ରଞ୍ଜନ ଙ୍କ ର ପିତା ସୋସିଆଲ ମିଡ଼ିଆ ରେ ଆଲୋଚନା କରିବା ସହ କହିଥିଲେ କି CRPF ରୁ ଏକ ଫୋନ ଆସିଥିଲା | ଯେଉଁଥିରେ ସେ ଜାଣିବା କୁ ପାଇଥିଲେ କି ଆତଙ୍କବାଦୀ ଙ୍କ ସହ ହେଇଥିବା ଗୁଳି ବିନିମୟ ରେ ତାଙ୍କ ପୁଅ ସହିଦ ହେଇଛନ୍ତି |

ଏହା ପରେ ସହିଦ ଙ୍କ ପିତା କହିଛନ୍ତି ମୋ ପୁଅ ସହିଦ ହେବାକୁ ନେଇ ମୁ ଗର୍ବିତ ଅଟେ | ମୋର ପୁରା ପରିବାର ସେନା ରେ ଅଛନ୍ତି | ତେଣୁ ଆଗାମୀ ସମୟ ରେ କେନ୍ଦ୍ର ସରକାର କିଛି ଏପରି ପଦକ୍ଷପ ନିଅନ୍ତୁ କି ଶ୍ରୀ ନଗର ପରି ଅଂଚଳ ରୁ ଆତଙ୍କବାଦୀ ଙ୍କ ର ସମୁଳ ବିନାଶ ହେବ | ତେଣୁ ମୋ ପୁଅ ପରି ଆଉ କାହାରି ପୁଅ ସହିଦ ନ ହେବେ | ବର୍ତମାନ ସହିଦ ଯବାନ ଙ୍କ ର ପରିବାର ଲୋକେ ଦୁଃଖଦ ସମୟ ଦେଇ ଗତି କରୁଛନ୍ତି | ଏବଂ ପଡୋଶୀ ଲୋକେ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଛନ୍ତି |

Share Your Views In Comments Below

comments