ଆପଣ ସମସ୍ତେ ରାଣୀ ପଣ୍ଡାଙ୍କୁ ଭଲ ଭାବରେ ଜାଣିଥିବେ | ଆଜି ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ | ତେବେ ରାଣୀ ପଣ୍ଡା ଏବଂ ବିବାଦର ଗଭୀର ସମ୍ପର୍କ ରହିଛି, କେବେ ରାଣୀ ନିଜେ ବିବାଦ ପାଖକୁ ଯାଆନ୍ତି ତଃ କେବେ ବିବାଦ ନିଜେ ରାଣୀଙ୍କ ପାଖକୁ ଆସେ | ବର୍ତ୍ତମାନ କଣ ହୋଇଛି ଏବଂ ସେ କାହିଁକି ବିବାଦରେ ରହିଛନ୍ତି ଆସନ୍ତୁ ବିସ୍ତୃତ ଭାବରେ ଜାଣିବା |
ଯାତ୍ରା ଅଭିନୟ ରାଣୀ ପଣ୍ଡା ଅଧିକାଂଶ ସମୟ ଆଲୋଚନାରେ ଘେରି ରହିଥାନ୍ତି | ସେ କୌଣସି ବିବାଦ ହେଉ ଅବା କାହାକୁ ସାହାଯ୍ୟ କରିବା କିମ୍ବା କୌଣସି ପ୍ରସଙ୍ଗରେ କହିବା, ରାଣୀ ପଣ୍ଡା ସବୁବେଳେ ଆଗୁଆ ଥାନ୍ତି |
ନିକଟରେ ରାଣୀ ପଣ୍ଡାଙ୍କ ଏକା ଭିଡିଓ ବହୁତ ଭାଇରଲ ହେବାରେ ଲାଗିଛି | ଏହି ଭିଡିଓରେ ରାଣୀ କୌଣସି ସ୍ଥାନରେ ଫଟୋ ସୁଟ କରୁଥିବା ନଜର ଆସିଛନ୍ତି, ତେବେ ଆପଣ ଭାବୁଥିବେ ଫଟୋ ଉଠାଇବା ଏବଂ ବିବାଦର ସମ୍ପର୍କ କଣ? ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଏହି ଫଟୋ ସୁଟ ରେ ରାଣୀ ଗୋଟେ ହାଥରେ ମଦ ବୋତଲ ଏବଂ ଅନ୍ୟ ହାତରେ ସିଗାରେଟ ଧରି ପୋଜ ଦେଉଥିବାର ନଜର ଆସିଛନ୍ତି |
ଆଜ୍ଞା ହଁ, ରାଣୀ ଏହି ଅବତାରରେ ବହୁତ କୁଲ ଦେଖା ଯାଉଥିବା ବେଳେ ନିଜ ଅନ୍ଦାଜରେ ବିଭିନ୍ନ ପ୍ରକାରର ପୋଜ ଦେଇ ଫଟୋ ଉଠାଉଛନ୍ତି | ତାଙ୍କର ଏହି ସୁଟ କୁ କିଛି ଲୋକ ପ୍ରଶଂସା କରିଥିବା ବେଳେ କିଛି ଲୋକ ନିନ୍ଦା କରିଥିଲେ |
ତେବେ ଆପଣଙ୍କ ରାଣୀଙ୍କ ଏହି ଫଟୋ ଦେଖି କଣ କହିବାକୁ ଚାହିଁବେ, ଏବଂ ସେ ଏହି ଦୁଲହନ ଅବତାରରେ କିପରି ଦେଖା ଯାଉଛନ୍ତି ଆମକୁ ନିଶ୍ଚୟ ଜାଣନ୍ତୁ | ଏହା ବ୍ୟତୀତ ଆପଣଙ୍କୁ ତାଙ୍କ ଅଭିନୟ କିପରି ଲାଗେ ତାହା ମଧ୍ୟ କମେଣ୍ଟ କରି ଜଣାନ୍ତୁ |