ପୁଣି ଫେରି ଆସିଲା ଲୋକଙ୍କ ପସନ୍ଦିତା YAMAHA RX100, ଦାମ ମାତ୍ର 16 ହଜାରେ ଟଙ୍କା, ମାଇଲେଜ 80 KM ପ୍ରତି ଲିଟର

ଯଦି ଆପଣ ବାଇକ ନେବା ପାଇଁ ଭାବୁଛନ୍ତି ବଜେଟ କମ ରହିଛି ତେବେ ୟାମାହ ର ଏହି ନୂଆ ବାଇକ ଉପରେ ଥରେ ନଜର ଦିୟନ୍ତୁ .

ସୂଚନା ମୁତାବକ YAMAHA କମ୍ପାନୀ ଏହି ବର୍ଷ ଜୁନ ରେ ନୂଆ ବାଇକ ଲଞ୍ଚ କରୁଛି | ଯାହାର ମୂଲ୍ୟ ମାତ୍ର 16000 ଟଙ୍କା ରହିପାରେ | ତେବେ ଏହା ଲୋକଙ୍କ ର ଖୁବ ମନପସନ୍ଦ ର ଗାଡି ଅଟେ | YAMAHA କମ୍ପାନୀ 150 ସିସି ରୁ ନେଇ 1000 ସିସି ପର୍ଯ୍ୟନ୍ତ ସମସ୍ତ ବାଇକ ବନାଇଥାଏ |

YAMAHA କମ୍ପାନୀ RX 100 ରେ 99 ସିସିର ଏୟାର କୁଲାଣ୍ଡ, 2 ଷ୍ଟ୍ରୋକର ସିଙ୍ଗଲ ସିଲିଣ୍ଡର 6500 RMH 10/39NM ର ଟ୍ରକ ଉତ୍ପରଃନ କରିଥାଏ ଏହି ଗାଡିର ମୋଟ ଓଜନ 103 କିଲୋ ଅଟେ | ଏବଂ କମ୍ପାନୀ ର ଏହି ଗାଡିର ଏକ୍ସ ସୋ ରୁମ ର ମୂଲ୍ୟ ମାତ୍ର 16000 ଟଙ୍କା ରହିପାରେ | ଏହି ଗାଡିର ଗ୍ରାଉଣ୍ଡ କ୍ଲିୟରାନ୍ସ 145MM ଅଛି ଏବଂ ଏହା ର 4 ଗୋଟି ଗିଅର ବି ରହିଛି |କମ୍ପାନୀ ର ସୂଚନା ମୁତାବକ ଆଗାମୀ ଜୁନରେ ଏହି ଗାଡି ଲଞ୍ଚ ହେବାକୁ ଯାଉଛି |

ତେବେ YAMAHA କହିବା ମୁତାବକ RX 100 କୁ ଅପଗ୍ରେଡ଼ କରାଯାଇ ପୁଣି ବଜାର ରେ ଉପଲବ୍ଧ କରାଯିବ କାରଣ ଏହା ଲୋକଙ୍କ ର 90 ଦସଂଦି ର ଏକ ମନପସନ୍ଦ ର ଗାଡି ଅଟେ | ଏବଂ ଲୋକେ ଆଜି ବି ଏହି ଗାଡି କୁ ଖୁବ ପସନ୍ଦ କରୁଛନ୍ତି | ଏବଂ ଅନେକ ଲୋକେ ବି ଆଜିପର୍ଯ୍ୟନ୍ତ ବ୍ୟବହାର କରୁଛନ୍ତି |

Share Your Views In Comments Below

comments