ପୁଣି ଓଡିଶାକୁ ଫେରିଲେ ପ୍ରକୃତି ମିଶ୍ର… ସାମ୍ନାକୁ ଆସିଲା ଏମିତି କାରଣ, ଏଥର କରିବେ ଏମିତି Kama, ଜାଣିଲେ ମୁଣ୍ଡରେ ହାତ…

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ମୁମ୍ବାଇରୁ ଓଡ଼ିଶା ଆସି ଫିଲ୍ମରେ ଯୋଗ ଦେଲେ ତେବେ ଓଲିଉଡ ଷ୍ଟାର ବାବୁସାନ୍ ତୃପ୍ତି ପ୍ରକୃତି ମିଶ୍ରଙ୍କ ବିବାଦ ଏବେ ସାମାନ୍ୟ ଥମିବା ବେଳେ ଏହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ଏହି ବିବାଦ ମଝିରେ ଏବେ ଆସୁଛି ଆଉ ଏକ ନାଁ ଦ୍ରୌପଦୀ ତେବେ କଣ ଏହି ନାଁର ରହସ୍ୟ।

ବାବୁସାନ୍ ମହାନ୍ତିଙ୍କ ସହ ବିବାଦ ଥମିବା ପରେ ମୁମ୍ବାଇ ଚାଲି ଯାଇଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର ତେବେ ଏହି ବିବାଦ ଭିତରେ ଆସୁଥିବା ଏହି ଦ୍ରୌପଦୀ ନାଁ ହେଉଛି ପ୍ରକୃତି ମିଶ୍ରଙ୍କ ଅଭିନୀତ ନୂଆ ଓଡ଼ିଆ ଚଳଚ୍ଚିତ୍ର ଖୁବ୍ ଶୀଘ୍ର ନାରୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଥ୍ରିଏଟରକୁ ଆସୁଛି ବୋଲି ପ୍ରକୃତି ମିଶ୍ର ସୂଚନା ଦେଇଛନ୍ତି |

ଏହି ସିନେମା ସଂପୂର୍ଣ୍ଣ ନାରୀ ଉପରେ ଆଧାରିତ ହୋଇଥିବା ବେଳେ ସେମାନଙ୍କ ଯୁଦ୍ଧ ଏବଂ ତ୍ୟାଗ ଇତ୍ୟାଦିକୁ ଏହି ସିନେମାରେ ସ୍ଥାନ ଦିଆଯାଇଛି ସମାଜରେ ପ୍ରତ୍ୟେକ ନାରୀର କାହାଣୀକୁ ନେଇ ଆସୁଛି ପ୍ରକୃତି ମିଶ୍ରଙ୍କ ନୂଆ ଫିଲ୍ମ ଦ୍ରୌପଦୀ ଗୋଟିଏ ନାରୀ କେବେ କେବେ ଆଉ ଏକ ନାରୀର ଶତ୍ରୁ ହୋଇଯାଏ ତାହାକୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ବାବୁସାନ୍ ଏବଂ ତୃପ୍ତିଙ୍କ ସହ ହୋଇଥିବା ବିବାଦକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ଭାରତ ଏକ ପୁରୁଷ ପ୍ରାଧାନ୍ୟ ଦେଶ ବୋଲି କହିଛନ୍ତି ପ୍ରକୃତି ମିଶ୍ର ସେ ଏପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇ ନଥିବା ବେଳେ ସେ ଭୁଲ୍ କି ଠିକ୍ ତାହା ଆଇନ କହିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି |

ପ୍ରକୃତି ମିଶ୍ର କହିଛନ୍ତି ଯେ ସବୁବେଳେ ଗୋଟିଏ ନାରୀକୁ ଦୋଷ ଦେବା ଠିକ୍ ନୁହେଁ ତାଙ୍କ ପରିସ୍ଥିତିରେ ମଧ୍ୟ ସମସ୍ତେ କିଛି ଜାଣି ନ ଶୁଣି ମନ୍ତବ୍ୟ ଦେଇଥିଲେ ତେବେ ସମୟ ଆସିଲେ ତାହାର କାହିଣୀ ମଧ୍ୟ ସାମ୍ନାକୁ ଆସିବ ବୋଲି ପ୍ରକୃତି ଜୋର୍ ଯାର୍ କହିଛନ୍ତି।

Share Your Views In Comments Below

comments