ପୁଣି ଚର୍ଚ୍ଚାରେ Rakhi Sawant; ଗାଧେଇବା ସମୟର ଏପରି ଫୋଟୋ କରିଲେ ସେୟାର… ଛୋଟ ଛୁଆ ମାନେ ଦୁରେଇ ରୁହନ୍ତୁ …

ବଲିଉଡ ର ଡ୍ରାମା କ୍ୱିନ ରଖି ସାୱନ୍ତ ସର୍ବଦା ନିଜ ର କୌଣସି ନା କୌଣସି କଥା କୁ ନେଇ ବେଶ ଚର୍ଚା ରେ ରହିଥାନ୍ତି | ଏବଂ ରାଖୀ ସାୱନ୍ତ ସର୍ବଦା କୌଣସି ନା କୌଣସି କାରଣ କୁ ନେଇ ଚର୍ଚା କୁ ଆସିଥାନ୍ତି | ବର୍ତମାନ ସମୟ ରେ ବିବାହ ପରେ ରାଖୀ ସାୱନ୍ତ ନିଜ ର ଏହି ନୂଆ ଫୋଟୋ କୁ ନେଇ ବେଶ ଚର୍ଚା କୁ ଆସିଛନ୍ତି |

ବିବାହ ପରେ ବର୍ତମାନ ରାଖୀ ସାୱନ୍ତ ଙ୍କ ର ଏପରି ହଟ ଫୋଟୋସୂଟ ଫୋଟୋ ଇଣ୍ଟେର୍ନେଟ ରେ ବେଶ ଭାଇରଲ ହେଇଚି | ବିଗତ ଦିନ ରେ ରାଖୀ ସାୱନ୍ତ ନିଜ ର ଏପରି ଏକ ହଟ ଫୋଟୋ କୁ ନେଇ ବେଶ ଚର୍ଚା କୁ ଆସିଥିଲେ | ଏବଂ ଏହି ଫୋଟୋ ରେ ଆପଣ ମଧ୍ୟ ଦେଖିବାକୁ ପାଇବେ ରାଖୀ ଙ୍କ ର ବାଥ ଟପ ରେ କିପରି ସେ ଆନନ୍ଦ ନେଉଛନ୍ତି |

ରାଖୀ ସାୱନ୍ତ ନିଜ ର ବୋଲଡ ଫୋଟୋ ରେ କ୍ୟାପ୍ସନ ଦେଇଥିଲେ HAVING FUN WITH MY LOVE GETTING CRAZY | ଏହି ଫୋଟୋ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛି |

ଅନ୍ୟପଟେ ଦୀର୍ଘ ଦିନ ପରେ ରାଖୀ ସାୱନ୍ତ ନିଜ ର ବିବାହ ର କଥା କୁ ମଧ୍ୟ ସ୍ୱୀକାର କରିଛନ୍ତି | କିନ୍ତୁ ସେ ନିଜ ର ପତି ଙ୍କ ବିଷୟ ରେ କୌଣସି ସୂଚନା ଦେଇ ନାହାନ୍ତି | କିଛି ଦିନ ପୂର୍ବ ରୁ ରାଖୀ ସାୱନ୍ତ ବିବାହ କରିଥିଲେ କିନ୍ତୁ ଏହା ବେଶୀ ଦିନ ରହି ନ ଥିଲା |

Share Your Views In Comments Below

comments