ନମସ୍କାର ବନ୍ଧୁଗଣ ପୁଣିଥରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି ଓଡ଼ିଆ ହିରୋଇନ୍ ପ୍ରକୃତି ମିଶ୍ର ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଆଗାମୀ ଦିନମାନଙ୍କରେ ପ୍ରକୃତି ମିଶ୍ରଙ୍କର ଗୋଟିଏ ନୂଆ ଓଡ଼ିଆ ଫିଲ୍ମ ଆସିବା ପାଇଁ ଯାଉଛି ଯାହାର ନାଁ ରହିଛି ଦ୍ରୌପଦୀ ତେବେ ଏଥିରେ ସେ ନାରୀ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଉପରେ ଲାଢିବେ ବୋଲି କହିଛନ୍ତି।
ତେବେ ଗତକାଲି ସେ ସୋସିଆଲ ମିଡିଆରେ ପୁଣିଥରେ ନଜର ଆସିଥିଲେ ଆଉ ସେ ବାବୁସାନ୍ ଙ୍କ ବିଷୟରେ କହିଥିଲେ କି ବାବୁସାନ୍ ତାଙ୍କ ଜଣେ ବୋହୁତ ଭଲ ସାଙ୍ଗ ତାଙ୍କ ସହିତ ବାବୁସାନ୍ ଙ୍କର କୌଣସି ହେଲେ ଖରାପ ସମ୍ପର୍କ ନାହିଁ କେବଳ ତାଙ୍କୁ ବର୍ତ୍ତମାନ ବଦନାମ କରାଯାଉଛି ଜଣେ ନାରୀ ହିଁ ଆଉ ଜଣେ ନାରୀଙ୍କୁ ବଦନାମ କରୁଛନ୍ତି ବୋଲି କହିଛନ୍ତି|
ଆଉ ଅନ୍ୟପକ୍ଷରେ ନୀଉଜ୍ ଚ୍ୟାନେଲ ବାଲା ତାଙ୍କୁ ପଚାରିଥିଲେ କି ଆପଣ ବର୍ତ୍ତମାନ ବାବୁସାନ୍ ମହାନ୍ତିଙ୍କ ସହିତ କଥା ହେଉଛନ୍ତି କି ତ ଏହାର ଉତ୍ତର ସେ ଦେଇ ନଥିଲେ ଆଉ ବାବୁସାନ୍ ଙ୍କ ସହିତ ତାଙ୍କର ରିଲେସନକୁ ନେଇ ସେ କହିଛନ୍ତି କି ଆପଣ ବୋହୁତ ଭଲ ରିଲେସନ ଆମର କୌଣସି ଖରାପ ରିଲେସନ ନାହିଁ ଲୋକମାନେ ଏହାକୁ ଖରାପ କରୁଛନ୍ତି |
ଆଇନ ଆଖିରେ ଆମେ ଦୋଷୀ ସାବ୍ୟସ୍ତ ହେଇନାହୁଁ ତେଣୁ ଅଇନର ଫାଇସଲା ଉପରେ ଅପେକ୍ଷା କରାଯାଉ ଆଉ ଆଇନ ଉପରେ ତାଙ୍କର ସଂପୂର୍ଣ୍ଣ ଭରଷା ଅଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର କହିଥିଲେ କି ଆମେ ଆଉ ଏହି ଲଢେଇକୁ ଆଗକୁ ବଢାଇବାକୁ ଚାହୁଁନାହୁଁ ଆମେ ସମାଧାନର ବାଟ ଚାହୁଁଛୁ ଆଉ କେସ ବି ଆମେ ଉଠାଇ ଦେବୁ ଯଦି ବାବୁସାନଙ୍କ ଘରଲୋକ ଆମ ବିରୁଦ୍ଧରେ କେସ ଉଠାଇ ଦେଉଛନ୍ତି |
ତାହେଲେ ଆମେ ବି ମଧ୍ୟ କେସ ଉଠାଇ ଦେବୁ କିନ୍ତୁ ବର୍ତ୍ତମାନ ପ୍ରକୃତି ମିଶ୍ର ଆଇନର ଲଢେଇ ଲଢ଼ିବା ପାଇଁ ଚାହିଁଛନ୍ତି ଓ ଅନ୍ୟପକ୍ଷରେ ପ୍ରକୃତି ମିଶ୍ରଙ୍କର ଗୋଟିଏ ନୂଆ ଫିଲ୍ମ ରିଲିଜ ହେବା ପାଇଁ ଯାଉଛି ଯାହାର ନାଁ ରହିଛି ଦ୍ରୌପଦୀ ଆଉ ଏଥିରେ ପ୍ରକୃତି ମିଶ୍ର ନାରୀ ମାନଙ୍କ ପ୍ରତି ହେଉଥିବା ଅସମ୍ମାନ ବିରୋଧରେ ଲଢେଇ କରୁଥିବାର ନଜର ଆସିବେ।
ପୁଣିଥରେ ମୁଁହ ଖୋଲିଲେ ପ୍ରକୃତି ମିଶ୍ର, କହିଲେ ନିଜର Sabu ଦୁଃଖ… ମୋର କିଛି ଭୁଲ ନ ଥାଇକି… ଦେଖନ୍ତୁ
