ପୁତୁରା ସହ ମାଉସୀଙ୍କୁ ହେଇଗଲା ପ୍ରେମ, ସବୁଦିନ ଲୁଚି ଲୁଚି ରଖୁଥଲେ ସମ୍ବନ୍ଧ, ଦିନେ ଦେଖିଦେଲେ ମା ଆଉ ତାପରେ

ଆଜିକା ସମୟ ରେ ଭାରତ ଏକ ଏପରି ଦେଶ ଅଟେ ଯେଉଁଠାରେ ଅନେକ କିଛି ସଂସ୍କୃତି ଓ ସଭ୍ୟତା ର ଲୋକେ ରୁହନ୍ତି | ଭାରତ ରେ ଅନେକ ସ୍ନେହ ଶ୍ରଦ୍ଧା ସମ୍ପର୍କ ମଧ୍ୟ ରେ ଅନେକ ଅସାମାଜିକ ସମ୍ପର୍କ ମଧ୍ୟ ଦେଖିବା କୁ ମିଳିଥାଏ | ଆଜି ର ଏହି ଘଟଣା ରେ ଜଣେ ମହିଳା ସିକୋହାବାଦ ରେ ନିଜ ଭଉଣୀ ଙ୍କ ର ଘର କୁ ରହିବା କୁ ଯାଇଥିଲେ ଏବଂ ସେଠାରେ ନିଜ ଭଉଣୀ ଙ୍କ ର ପୁଅ ଙ୍କୁ ପ୍ରେମ କରିବା ଆରମ୍ଭ କରିଥିଲେ |

ସେହି ମହିଳା ଙ୍କ ର ଉକ୍ତ ଯୁବକ ପୁତୁରା ହିସାବ ହେବେ ଏବଂ ଏହି ଯୁବକ ତାଙ୍କ ସମୁଖ ରେ ହିଁ ବଡ଼ ହେଇଥିଲେ | ତେଣୁ ଉଭୟ ଙ୍କ ମଧ୍ୟ ରେ ଏପରି ଅନୈତିକ ପ୍ରେମ ଭାବନା ଜାତ ହେଇଥିଲା | ଦୁହେଁ ବେଶ ଖୁସି ରେ ମଧ୍ୟ ରହୁଥିଲେ | କିନ୍ତୁ ଏହି ସବୁ କିଛି ସେ ନିଜ ବଡ଼ ଭଉଣୀ ଙ୍କ ଠାରୁ ଲୁଚିକି କରୁଥିଲେ |

ଅନେକ ବର୍ଷ ଏପରି ବିତିଯାଇଥିଲେ ଓ କେହି ମଧ୍ୟ ତାଙ୍କ ର ଅନୈତିକ ସମ୍ପର୍କ କୁ ଜାଣିପାରି ନ ଥିଲେ | ଏହା ପରେ ଘର ଲୋକେ ଯୁବକ ଙ୍କ ର ବିବାହ ପ୍ରସ୍ତାବ ଖୋଜିବା ଆରମ୍ଭ କରିଥିଲେ | ଏହା କୁ ନେଇ ଏହି ମହିଳା ରାଗିଯାଇଥିଲେ | ଏବଂ ନିଜ ବଡ଼ ଭଉଣୀ ଙ୍କ ସହ ଝଗଡା ଆରମ୍ଭ କରିଥିଲେ | ଏବଂ ପରିବାର ଲୋକେ ସବୁ ସତ୍ୟତା ଜାଣିପାରିଥିଲେ | ଏବଂ ଏହି ନେହା ନାମକ ମହିଳା ଶେଷ ରେ ନିଜ ପରିବାର ଲୋକ ଙ୍କ ର କଥା କୁ ରଖି ସେହି ସମ୍ପର୍କୀୟ ପୁତୁରା ଙ୍କ ଠାରୁ ଦୁରେଇ ଯାଇଥିଲେ |

Share Your Views In Comments Below

comments