ରାତି ଅଧରେ ବର୍ଷାଙ୍କ ଜନ୍ମ ଦିନ ଏମିତି ପାଳିଲେ ଅନୁଭବ, ଦେଖିକି ଆପଣ ବି ବିଶ୍ୱାସ କରି ପାରିବେ ନାହିଁ, Satare କଣ ଆଉ ଥରେ…

ନମସ୍କାର ବନ୍ଧୁଗଣ ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ ରାତି ଅଧରେ ଅନୁଭବ ମହାନ୍ତି ପାଳନ କରିଥିବାର ନଜର ଆସିଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନେ ଓଲିଉଡର ଜବରଦସ୍ତ ଯୋଡି ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଗତ କିଛିଦିନ ହେବ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆଉ ଭଲ ନାହିଁ ଆଉ ଦୁହେଁ ପରସ୍ପର ଠାରୁ ଅଲଗା ହେବା ପାଇଁ ଚାହୁଁଛନ୍ତି |

ଆଉ ଏହି କାରଣରୁ ଅନୁଭବ ମହାନ୍ତି ପୋଲିସ୍ ଥାନାରେ ଅଭିଯୋଗ କରିବା ସହିତ କୋର୍ଟର ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି ହେଲେ ଏପର୍ଯ୍ୟନ୍ତ କୋର୍ଟର ଫାଇସଲା ଆସି ପାଇନାହିଁ। ତାହେଲେ ଗତ ଦିନମାନଙ୍କରେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନଟିକୁ ଧୁମ୍ ଧାମ୍ ରେ ପାଳନ କରିଥିବାର ନଜର ଆସିଛନ୍ତି ତାହେଲେ ଗତ କାଲି ରହିଥିଲା ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ |

ଆଉ ଏହି ଜନ୍ମଦିନରେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ ରାତି ଅଧରେ ସେଲିବ୍ରେଶନ କରିଥିବାର ନଜର ଆସିଛି ତେବେ ଆପଣମାନେ ଜାଣିଥିବେ ଦୁହେଁ ପରସ୍ପରକୁ ୨୦୧୪ ମସିହାରେ ବିବାହ କରିଥିଲେ ଆଉ ଏହା ଆଗରୁ ସେମାନେ ୨୦୧୦ ମସିହାରେ ପରସ୍ପରକୁ ସୁଟିଂ ସେଟ୍ ରୁ ହିଁ ଭଲ ପାଇ ବସିଥିଲେ।

ତେବେ ୨୦୧୦ ମସିହା ପରଠାରୁ ଦୁହେଁ ପରସ୍ପରଙ୍କ ନିକଟତର ହୋଇଥିଲେ ଆଉ ଆଉ ଏକାଠି ବୋହୁତ ସାରା ସିନେମାରେ ଅଭିନୟ କରି ସାରିଥିଲେ ତେବେ ସିନେମାରେ ଅଭିନୟ କରିବା କାରଣରୁ ଏହି ଯୋଡିକୁ ସାରା ଓଡ଼ିଶାର ଲୋକମାନେ ବୋହୁତ ଅଧିକ ଭଲ ପାଇବା ଦେଇଥିଲେ ଆଉ ପରବର୍ତ୍ତୀ ସମୟରେ ଦୁହେଁ ପରସ୍ପରକୁ ବାହା ହୋଇଥିଲେ |

କିନ୍ତୁ ଗତ କିଛିଦିନ ହେବ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ ଆଉ ଦୁହିଁଙ୍କ ଝଗଡ଼ା କାରଣରୁ ଅନୁଭବ ମହାନ୍ତିଙ୍କ ପରିବାର ଲୋକମାନେ ବି ମଧ୍ୟ ହଇରାଣ ହେଉଥିବାର ନଜର ଆସିଛନ୍ତି ଆଉ ଏହି କାରଣରୁ ଅନୁଭବ ମହାନ୍ତି ବର୍ତ୍ତମାନ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ିବା ପାଇଁ ଚାହିଁଛନ୍ତି ଆଉ ଏଥିପାଇଁ ସେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି।

Share Your Views In Comments Below

comments