ନମସ୍କାର ବନ୍ଧୁଗଣ ମୁହଁ ଖୋଲିଲେ ବବି ମିଶ୍ର ସାମ୍ନାକୁ ଆସିଲା ଓଲିଉଡର ଜଣାଶୁଣା ଅଭିନେତାଙ୍କ ପିଣ୍ଟୁ ନନ୍ଦଙ୍କ ମୃତ୍ୟୁର ରହସ୍ୟ ଭୁଲ୍ ଇଞ୍ଜେକସନ କାରଣରୁ ହୋଇଛି ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ତେବେ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ଖବର ଆସନ୍ତୁ ଜାଣିବା।
ଦର୍ଶକ ବନ୍ଧୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଗତ କିଛିଦିନ ତଳେ ମୃତ୍ୟୁବରଣ କରି ସାରିଛନ୍ତି ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ତେବେ ସେ ଦୁଇମାସ ପୂର୍ବେ ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ଆଉ ଏହି ରୋଗ କାରଣରୁ ତାଙ୍କର ଦେହାନ୍ତ ମଧ୍ୟ ହୋଇସାରିଛି ତେବେ ପିଣ୍ଟୁ ନନ୍ଦ ହେଉଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ବରିଷ୍ଠ ଅଭିନେତା |
ସେ ପାଖାପାଖି ୨୦୦ ରୁ ଅଧିକ ସୁପରହିଟ ସିନେମା ୫ରୁ ଅଧିକ ଓଡ଼ିଆ ଧାରାବାହିକ ଓ ୫୦୦ ରୁ ଅଧିକ ସୁପରହିଟ ଓଡ଼ିଆ ଆଲବମ୍ ରେ ଅଭିନୟ କରିସାରିଛନ୍ତି ତାଙ୍କର ଅଭିନୀତ ଫିଲ୍ମ ଗୁଡ଼ିକ ଦର୍ଶକମାନଙ୍କୁ ବୋହୁତ ଅଧିକ ପସନ୍ଦ ମଧ୍ୟ ଆସିଥାଏ। ଆପଣମାନେ ଜାଣିଥିବେ ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗତ ଦୁଇମାସ ହେବ ଖରାପ ରହିଥିଲା ସେ ଯେତେବେଳେ ଡାକ୍ତରଖାନାରେ ଯାଇ ଦେଖାଇଥିଲେ ସେତେବେଳେ ଡ଼ାକ୍ତର କହିଥିଲେ |
ତାଙ୍କର ଲିଭର ଖରାପ ହୋଇ ଯାଇଛି ତୁରନ୍ତ ତାଙ୍କର ଲିଭର ପରିବର୍ତ୍ତନ କରିବାକୁ ପଡ଼ିବ ସେଥିପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ଥିଲା ଆଉ ସେହି ସମୟରେ ଅଭିନେତା ବବି ମିଶ୍ର କହିଥିଲେ ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାର ଯଶୋଦା ହସ୍ପିଟାଲ୍ କୁ ନେଇ ଯିବାପାଇଁ କିନ୍ତୁ ତାଙ୍କୁ ପ୍ରଥମେ ଦିଲ୍ଲୀ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଭୁଲ୍ ଇଞ୍ଜେକସନ ଦିଆଯିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଏବେ ସୋସିଆଲ ମିଡ଼ିଆରେ କୁହାଯାଉଛି।