ହଟାତ ସବୁଦିନ ଚୋରି ହେବାକୁ ଲାଗିଲା ମହିଳା ଙ୍କର ଅନ୍ତବସ୍ତ୍ର, ସିସିଟିଭିରେ ଦେଖିଲେ ତ ଉଡ଼ିଗଲା ସମସ୍ତଙ୍କ ହୋସ …

ଦୁନିଆ ରେ ଅନେକ ପ୍ରକାର ର ଲୋକେ ରହିଥାନ୍ତି | କିଛି ଲୋକେ ଭଲ ହେଇଥାନ୍ତି ତ କିଛି ଲୋକେ ଖରାପ ହେଇଥାନ୍ତି | ବିଗତ ଦିନ ରେ ମାଲେସିୟା ରେ ଏକ ଆଶ୍ଚଯ୍ୟକର ମାମଲା ଦେଖିବା କୁ ମିଳିଛି | ଏଠାରେ ମେଲାକା ରେ ରହୁଥିବା ଏକ 51 ବର୍ଷୀୟ ମହିଳା ଙ୍କ ର ଅଣ୍ଡରଗାର୍ମେଣ୍ଟସ ଚୋରି ହେବାର ଆରୋପ ଲାଗିଛି | ତେବେ ଏହି ଅଣ୍ଡରଗାର୍ମେଣ୍ଟସ ଚୋରି ବାବଦ ରେ ସେହି କଲୋନୀ ର ଜଣେ ବ୍ୟକ୍ତି ଙ୍କୁ ପୋଲିସ ଗିରଫ କରିଛି |

ମେଲାକା ର କେଲେମକ ଅଂଚଳ ରେ ବିଗତ ବର୍ଷ ନଭେମ୍ବର ମାସ ରେ ଅଚାନକ ଘର ବାହାରୁ ମହିଳା ଙ୍କ ର ଅଣ୍ଡରଗାର୍ମେଣ୍ଟସ ଚୋରି ହେଉଥିଲା | କେହି ଜାଣିପାରୁ ନ ଥିଲେ କି ଘଟଣା କଣ ହେଉଛି | କିଏ ଘରୁ ଏପରି ମହିଳାଙ୍କ ର ଅଣ୍ଡରଗାର୍ମେଣ୍ଟସ ଚୋରି କରୁଥିଲେ | 18 ଫ୍ରେବୁଆରି କୁ ଏହି ଅଂଚଳ ରେ ରହୁଥିବା ଜଣେ ମହିଳା ଯେତେବେଳେ ବାହାରେ ତାଙ୍କ ର ଅଣ୍ଡରଗାର୍ମେଣ୍ଟସ ଶୁଖାଇଥିଲେ ତ ଏହା ମଧ୍ୟ ଦେଖିବା କୁ ପାଇ ନ ଥିଲେ |

ଏହା ପରେ ମହିଳା ଙ୍କ ର ଘର ବାହାରେ ଲାଗିଥିବା ସିସିଟିଭି କ୍ୟାମେରା ର ଫୁଟେଜ ସେ ଦେଖିଥିଲେ | ଏବଂ ରାତି ର ଫୁଟେଜ ଦେଖି ମହିଳା ଆଶ୍ଚଯ୍ୟ ହେଇଥିଲେ | ରାତି ରେ 51 ବର୍ଷୀୟ ଜଣେ ବୃଦ୍ଧ ବ୍ୟକ୍ତି ପାଚେରୀ ଡେଇଁ ଭିତର କୁ ଆସିଥିଲେ ଏବଂ କିଛି ନ ନେଇ ମହିଳା ଙ୍କ ର ଅଣ୍ଡରଗାର୍ମେଣ୍ଟସ କୁ ହିଁ ନେଇଥିଲେ | ମହିଳା ସଂଗେ ସଂଗେ ପୋଲିସ ଙ୍କୁ ସୂଚନା ଦେଇଥିଲେ ଏବଂ ସିସିଟିଭି ଫୁଟେଜ ଆଧାର ରେ ଏହି ଆରୋପି ଙ୍କୁ ଗିରଫ କରାଯାଇଥିଲା |

ଏହି ବ୍ୟକ୍ତି ଙ୍କ ର ଘରୁ 40 ରୁ ଅଧିକ ମହିଳା ଙ୍କ ର ଅଣ୍ଡରଗାର୍ମେଣ୍ଟସ ମିଳିଥିଲା | ଯେଉଁଥିରେ 10 ଗୋଟି ପ୍ୟାଣ୍ଟି ଥିଲା ଓ 30 ଗୋଟି ବ୍ରା ଥିଲା | ଏହି ବ୍ୟକ୍ତି ଚୋରି କରୁଥିବା ଅଣ୍ଡରଗାର୍ମେଣ୍ଟସ କୁ ତକିଆ ରେ ରଖୁଥିଲା ଏବଂ ରାତି ରେ ସେହି ତକିଆ କୁ ମୁଣ୍ଡ ତଳେ ଦେଇ ଶୋଉଥିଲେ | ଏହି ବ୍ୟକ୍ତି ଙ୍କୁ ପୋଲିସ ଆରେଷ୍ଟ କରିବା ପରେ ସେହି ବ୍ୟକ୍ତି ଙ୍କ ର ରକ୍ତ ନମୁନା ରୁ ଜଣାଯାଇଥିଲା ଡ୍ରଗ୍ସ ପଯ୍ଏଟିଭ | ରାତି ରେ ଏହି ବ୍ୟକ୍ତି ଡ୍ରଗ୍ସ ନିଶା ରେ ଏପରି କରୁଥିଲେ |

Share Your Views In Comments Below

comments