ସବୁଦିନ ଦେହ ଦରଜ କହି ସ୍ଵାମୀଙ୍କ ଠାରୁ ଦୁରେଇ ଯାଉଥିଲେ ସ୍ତ୍ରୀ, ଆଉ ସ୍ଵାମୀ ପଦାକୁ ଗଲା ପରେ ବାରିପଟକୁ ଯାଇ ପ୍ରେମିକ ସହ କରୁଥିଲେ ଖରାପ କାମ, ଦିନେ ସ୍ୱାମୀ…

ବିଗତ ସପ୍ତାହ ରେ ପୋଲିସ ପାଖ ରେ ଜଣେ ବ୍ୟକ୍ତି ଅଭିଯୋଗ ଦାଖିଲ କରିଥିଲେ | ଏବଂ ଅଭିଯୋଗ ଅନୁସାରେ ତାଙ୍କ ର 20 ବର୍ଷ ର ପୁଅ କେଉଁଆଡେ ନିଖୋଜ ହେଇଯାଇଛି | ଏହା ପରେ ପୋଲିସ ନିଜ ର ତଦନ୍ତ ଆରମ୍ଭ କରିଥିଲା | କିନ୍ତୁ ଯାହା ଜାଣିବା କୁ ପାଇଥିଲା ପୋଲିସ ଦେଖିକି ଆଶ୍ଚଯ୍ୟ ହେଇଯାଇଥିଲେ | ପୋଲିସ ତଦନ୍ତ ପରେ ଜାଣିବା କୁ ପାଇଥିଲେ କି ସେହି ବ୍ୟକ୍ତି ଙ୍କ ର ପୁଅ ନିଖୋଜ ହେଇନାହିଁ ବରଂ ତାଙ୍କ ର ହତ୍ୟା କରାଯାଇଛି | ଏବଂ କିଛି ସୁରାଗ ପାଇବା ପରେ ପୋଲିସ ଏହି ଆରୋପି ଙ୍କ ପାଖ ରେ ଯାଇ ପହଞ୍ଚିଥିଲା | ଏହି ଆରୋପି ତାଙ୍କ ର ଅପରାଧ ମଧ୍ୟ ସ୍ୱୀକାର କରିଥିଲେ |

ପୋଲିସ ର ତଦନ୍ତ ପରେ ଏହି ରିପୋର୍ଟ ଆସିଥିଲା କି ଏହି ବ୍ୟକ୍ତି ଙ୍କ ର ପତ୍ନୀ ଙ୍କ ସହ ଅନେକ ଦିନ ହେବ ଜଣେ ଯୁବକ ଅନୈତିକ ପ୍ରେମ ସମ୍ବନ୍ଧ ରେ ଯୋଡି ହେଇ ରହିଥିଲେ |

ଅନେକ ସମୟ ରେ ଲୁଚି ଲୁଚି ପତ୍ନୀ ସେହି ଯୁବକ ଙ୍କୁ ସାକ୍ଷ୍ୟାତ କରୁଥିଲେ | ଦିନେ 11 ଘଟିକା ସମୟ ରେ ପତି ଘରେ ପହଂଚିବା ସମୟ ରେ ନିଜ ପତ୍ନୀ ଙ୍କୁ ପାଇ ନ ଥିଲେ ଏବଂ ତାଙ୍କ ମା କହିଥିଲେ କି ଶୌଚ କରିବା କୁ ସେ ବାହାର କୁ ଯାଇଛନ୍ତି | ଅନେକ ସମୟ ବିତିଯାଇଥିଲେ ମଧ୍ୟ ନିଶା ଘର କୁ ଆସି ନ ଥିଲେ ତ ଏହି ବ୍ୟକ୍ତି ସନ୍ଦେହ କରିଥିଲେ | ଖେତ ରେ ଯାଇ ଦେଖନ୍ତି ତ ପତ୍ନୀ ନିଜ ପ୍ରେମୀ ଙ୍କ ସହ ଖେତ ରେ ଥିଲେ | ଏହି ଵ୍ୟକ୍ତି ରାଗିଯାଇ ଏକ କୁରାଢ଼ୀ ରେ ତାଙ୍କ ପତ୍ନୀ ଙ୍କ ର ପ୍ରେମୀ ଙ୍କୁ ଆକ୍ରମଣ କରିଥିଲେ ଏବଂ ସେହି ବ୍ୟକ୍ତି ଙ୍କ ର ମୃତ୍ୟୁ ହେଇଥିଲା |

ମୃତ୍ୟୁ ପରେ ସେହି ବ୍ୟକ୍ତି ଏକ ପ୍ଲାଷ୍ଟିକ ଜରି ଆଣିଥିଲେ ଓ ସେହି ଯୁବକ ଙ୍କ ର ସବ କୁ ଅନ୍ୟ ଏକ ସ୍ଥାନ କୁ ନେଇ ପୋତି ଦେଇଥିଲେ | ପୋଲିସ ର ରିପୋର୍ଟ ଅନୁସାରେ ଉକ୍ତ ପ୍ରେମୀ ଙ୍କୁ ଅନୈତିକ ସମ୍ବନ୍ଧ କୁ ନେଇ ଆକ୍ରମଣ କରାଯାଇଥିଲା ଓ ତାଙ୍କ ର ହତ୍ୟା କରାଯାଇଥିଲା | ଆରୋପି ତାଙ୍କ ର ଦୋଷ ମଧ୍ୟ ସ୍ୱୀକାର କରିଛି | ଏହି ବ୍ୟକ୍ତି ଙ୍କ ର ପତ୍ନୀ ସର୍ବଦା ପେଟ ଯନ୍ତ୍ରଣା ର ବାହାନା କରିକି ନିଜ ପତି ଙ୍କ ଠାରୁ ଦୁରେଇ ରହୁଥିଲେ | ଯାହା କୁ ନେଇ ପତି ତାଙ୍କ ପତ୍ନୀ ଙ୍କ ଉପରେ ସନ୍ଦେହ କରୁଥିଲେ |

Share Your Views In Comments Below

comments