He Prabhu! ସବୁଦିନ ରାତିରେ ବୋହୁ ନିଜ ପ୍ରେମିକ ସହ ଉଲଗ୍ନ ହେଇ କରୁଥିଲେ ଭିଡିଓ କଲ, ଦିନେ ହଠାତ ଦେଖିଦେଲେ ଶାଶୁ ମା ଆଉ ତାପରେ… ଜାଣିଲେ ଆପଣଙ୍କ ଛାତି ବି ଥରି ଉଠିବ

ବୋହୁ ରାତିସାରା ଉଲଗ୍ନ ହେଇ କରୁଥିଲେ ପ୍ରେମୀଙ୍କୁ ଭିଡିଓ କଲ | ଆଉ ଅନେକ ସମୟରେ ନିଜ ପ୍ରେମିକକୁ ଅଲଗା ଅଲଗା କାମରେ ଶାଶୁ ଘରକୁ ବି ଡାକିଥିଲେ | ଏହା ପରେ ବୋହୁ ଙ୍କର ଏପରି ହରକତ କୁ ନେଇ ବୋହୁ ଙ୍କୁ ଶାଶୁ ଶଶୁର ଗାଳି ଦେଇଥିଲେ | ଏହା ପରେ ବୋହୁ ନିଜର ଶାଶୁ ଙ୍କ ର ଗଳା ଚିପି ହତ୍ୟା କରିଦେଇ ଥିଲେ | ପ୍ରଥମେ ବୋହୁ କଦଳୀ ଜୁସରେ ନିଦ ଔଷଧ ଦେଇଦେଇଥିଲେ ଓ ଏହା ପରେ ଶାଶୁ ଯେତେବେଳେ ନିଦ ରେ ସୋଇପଡ଼ିଥିଲେ ତ ବୋହୁ ନିଜ ପ୍ରେମୀଙ୍କୁ ଡାକିଥିଲେ ଓ ଶାଶୁ ଙ୍କ ର ଗଳା ଚିପି ହତ୍ୟା କରିଥିଲେ |

ଯେତେବେଳେ ଶାଶୁ ମରିଯାଇଥିଲେ ତ ବୋହୁ ନୂଆ ଡ୍ରାମା କରିବା କୁ ଘରେ ସାପ ଛାଡି ଦେଇଥିଲେ | ସମସ୍ତ ଙ୍କୁ ଏହା ହିଁ କହିଥିଲେ କି ସାପ କାମୁଡ଼ା ରେ ତାଙ୍କ ଶାଶୁ ଙ୍କ ର ହେଇଯାଇଛି | ଏସିପି ଗୌରବ ଯାଦବ କହିଛନ୍ତି କି ଗ୍ରାମ ର ରାଜେଶ କୁମାର ରିପୋଟ ଦେଇଥିଲେ କି ତାଙ୍କ ପତ୍ନୀ ସୁବୋଧ ହିଁ ଏହି ହତ୍ୟା କରିଛନ୍ତି | ଏବଂ ବୋହୁ ଙ୍କୁ ସହଯୋଗ କରିଛନ୍ତି ତାଙ୍କ ପ୍ରେମୀ ମନୀଷ | ଅଳ୍ପନା ସାରା ରାତି ତାଙ୍କ ପ୍ରେମୀ ଙ୍କ ସହ ଭିଡିଓ କଲିଂ ରେ କଥା ହୁଅନ୍ତି କିନ୍ତୁ ଏହା ଜାଣିବା ପରେ ତାଙ୍କ ଶାଶୁ ତାଙ୍କୁ ଅନେକ ଥର ଗାଳି ଦେଇଛନ୍ତି | ତେବେ ପୁଅ ସଚିନ ଆସାମ ରେ ଚାକିରୀ କରନ୍ତି |

ପୋଲିସ ଯାଞ୍ଚ ପରେ ହତ୍ୟା ର ଆରୋପ ବୋହୁ ଅଳ୍ପନା ଙ୍କୁ ଦୋଷୀ କହିଛନ୍ତି | ଏହା ପରେ କାରଧନୀ ଜୟପୁର ର ସହଯୋଗୀ କ୍ରିଷ୍ଣା କୁମାର ମିନା ନିବାସୀ ଅଵୟପୁର କିଷାନଗଡ଼ ରେଂବଲ ଜୟପୁର ରୁ ଗିରଫ କରାଯାଇଛି I ପୋଲିସ ସମୁଖ ରେ ମଧ୍ୟ ସେ ନିଜ ର ଦୋଷ ସ୍ୱୀକାର କରିଛନ୍ତି | ଏହା ପରେ ଅଳ୍ପନା ଓ କ୍ରିଷ୍ଣା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି | ପ୍ରଥମେ ଗ୍ରାମବାସୀ ଏହା ହିଁ ଭାବିଥିଲେ କି ସାପ କାମୁଡ଼ା ରେ ହିଁ ଶାଶୁ ଙ୍କ ର ମୃତ୍ୟୁ ହେଇଚି |

ତେଣୁ ପୋଲିସ ରେ ମଧ୍ୟ କୌଣସି ରେକର୍ଡ ଦାଖିଲ ହେଇ ନ ଥିଲା | କିନ୍ତୁ କିଛି ଦିନ ପରେ ତାଙ୍କ ସାନ ଭଉଣୀ ଙ୍କ ର ମଧ୍ୟ ମୃତ୍ୟୁ ହେଇଥିଲା | ଏହା ପରେ ବୋହୁ ଓ ପ୍ରେମୀ ଙ୍କ ମଧ୍ୟ ରେ ଥିବା ସମ୍ପର୍କ କୁ ନେଇ ଗ୍ରାମବାସୀ ସନ୍ଦେହ କରିଥିଲେ ଏବଂ ପୋଲିସ ରେ ରିପୋର୍ଟ ଦେଇଥିଲେ |

Share Your Views In Comments Below

comments