ଜନସାଧାରଣ ଲୋକଙ୍କ ପାଇଁ ଆସିଲା ସବୁଠୁ ବଡ ଖୁସି ଖବର: ଜାଣିଲେ ନାଚି ଉଠିବେ ଆପଣ…. ଶୀଘ୍ର କରିନିଅନ୍ତୁ ଏହି କାମ

କରନା ସମୟରେ ଡାଲି ବଢୁଥିବା ଦର ଜନସାଧାରଣଙ୍କ ପକେଟକୁ ସିଧା ସଳଖ ଭାବେ ପ୍ରଭାବ ପକାଇଥିଲା | ଏମିତି ବି ଲୋକମାନେ ଏ ସମୟରେ ନିଜର ଦୈନିକ ଗୁଜୁରାଣ ମେଣ୍ଟାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏ ସମୟରେ ରୋଷେଇ ସାମଗ୍ରୀ ଚଢା ଦର ସମସ୍ତଙ୍କ ଉପରେ ପ୍ରଭାବ ପକାଉଛି | ଏଥିସହିତ ପନିପରିବା, ଡାଲି, ଖାଦ୍ୟତେଲ ସହ ଜରୁରୀ ଜିନିଷର ମୂଲ୍ୟ ହୁ ହୁ କରି ବଢି ଚାଲିଛି | ଏହିମାସ ଅନଲକ-5 ଲାଗୁ ହେଲାପରେ ଚାହିଦା ଏବଂ ଦର ମଧ୍ୟରେ ଅନ୍ତର ଆସିବ |

10 ରୁ 15 ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ
ଏହି ପରିପ୍ରେକ୍ଷୀରେ, ଡାଲି ଏବଂ ପନିପରିବାର ମୂଲ୍ୟରେ ହ୍ରାସ କରିବା ହେଉଛି ମୁଖ୍ୟ ବିଷୟ। ମିଳିଥିବା ସୂଚନା ଅନୁସାରେ ଡାଲିର ଦରରେ ହ୍ରାସ କରିବା ପାଇଁ ସରକାର ନିଜର ବଜାର ସ୍କିମ ମାଧ୍ୟମରେ ରିହାତି ଦେଇପାରନ୍ତି | ପ୍ରାଇସ ମନିଟରିଂ କମିଟି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ 10 ରୁ 15 ଟଙ୍କା ରିହାତି ଦେବାକୁ ପରାମର୍ଶ ଦେଇଛନ୍ତି |

ଡାଲି ଉପରେ ମିଳିବ ରିହାତି
ନାଫେଡ୍ ନିଜର ମାର୍କେଟସ୍ ସ୍କିମ ସେଲ ମାଧ୍ୟମରେ ଡାଲିର ନିଲାମ କରିଥାଏ | ଏହି ଯୋଜନା ଅନୁସାରେ ବିକ୍ରି ଡାଲି ଉପରେ ରିହାତି ମିଳିପାରେ | ସରକାର ଏବେ ବିଭିନ୍ନ ରାଜ୍ୟ, ପରା ମିଲିଟାରୀ ଫୋର୍ସ ଏବଂ ଅଙ୍ଗନବାଡି ଭଳି ଜାଗାକୁ ପଠାଉଥିବା ଡାଲି ଉପରେ ରିହାତି ଦେଉଛନ୍ତି |

ସମାନ ବଜାରରେ ମଶୁରି ଡାଲିର ମୂଲ୍ୟ 115 ଟଙ୍କା ପ୍ରତି କିଲୋ ରେ ପହଂଚିଛି । ଏଥିସହିତ ଦିଲ୍ଲୀ ସହିତ ଅନ୍ୟାନ୍ୟ ବଡ ବଡ଼ ସହର ରେ ଡାଲି 15 ରୁ 20 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି | ଗତ ମାସରୁ ମଶୁରି ଡାଲି ଦରରେ 20 ପ୍ରତିଶତ ମୂଲ୍ୟ ବୃଦ୍ଧି ପାଇଛି। ମଶୁରି ବ୍ୟତୀତ ମୁଗ ଏବଂ ହରଡ଼ ମଧ୍ୟ 10 ପ୍ରତିଶତ ମୂଲ୍ୟ ମହଙ୍ଗା ହୋଇଛି ।

Share Your Views In Comments Below

comments