Shahrukh Khanଙ୍କ ବୋହୁ ହେବାକୁ ଯାଉଛନ୍ତି ଏହି ସୁନ୍ଦରୀ ଯୁବତୀ, ଫୋଟୋ ଦେଖିବା ପରେ ଆପଣ ବି ହୋଇଯିବେ ଦିୱାନା… ଦେଖନ୍ତୁ

ବଲିଉଡ ର ଚାକଚକ୍ୟ ଦୁନିଆ ରେ କିଙ୍ଗ ଖାଁ ଙ୍କ ର ନାମ ବେଶ ସୁପରିଚିତ ଅଟେ | ଏବଂ ସାରୁଖ ଖାଁ ନିଜର ସୁନ୍ଦର ଅଭିନୟ ରେ କୋଟି କୋଟି ଜନତା ଙ୍କ ର ମନ କିଣିପାରିଛନ୍ତି | ହିଂଦିଚଳଚିତ୍ର ଜଗତରେ ସାରୁଖ ଖାଁ ଏକ ବେଶ ଚର୍ଚିତ ନାମ ଅଟେ | କିନ୍ତୁ ଆଜି ଆମେ ସାରୁଖ ଖାଁ ଙ୍କ ସମ୍ପର୍କ ରେ ନୁହେ ତାଙ୍କ ପୁଅ ଙ୍କ ସମ୍ପର୍କ ରେ ଆଲୋଚନା କରିବାକୁ ଯାଉଛେ |

ସାରୁଖ ଖାଁ ଙ୍କ ର ପୁଅ ଆର୍ଯ୍ୟନ ଙ୍କ ସହ ଜଡିତ ଏକ ଖବର କୁ ନେଇ ଆମେ ଆଜି ଆଲୋଚନା କରିବାକୁ ଯାଉଛେ | ଆର୍ଯ୍ୟନ ନିଜ ପିତା ଙ୍କ ପରି ଦେଖିବାକୁ ଖୁବ ହ୍ୟାଣ୍ଡସମ ଅଟନ୍ତି | ତେବେ ଖବର ଅନୁସାରେ ଆର୍ଯ୍ୟନ ବି ଜଣେ ଯୁବତୀ ଙ୍କ ର ପ୍ରେମ ରେ ପାଗଳ ଅଟନ୍ତି |

ଆର୍ଯ୍ୟନ ଜଣେ ଯୁବତୀ ଙ୍କ ର ପ୍ରେମ ରେ ପଡିଯାଇଛନ୍ତି , ତେବେ ଏହି ଯୁବତୀ ଙ୍କ ର ପ୍ରେମ ରେ ସେ ପାଗଳ ପ୍ରାୟ ଅଟନ୍ତି | ତେବେ ଆପଣ ବି ଚିନ୍ତା କରୁଥିବେ କିଏ ଏହି ଯୁବତୀ I ସେହି ଯୁବତୀ ଆଉ କେହି ନୁହନ୍ତି ବଲିଉଡ ର ଏକ ବେଶ ସୁପରିଚିତ ପରିବାର ର ଅଟନ୍ତି |

ଖବର ଅନୁସାରେ ସେହି ଯୁବତୀ ଙ୍କ ର ନାମ ହେଉଛି ନାବେଲି ନନ୍ଦ ସେ ଅମିତାଭ ବଚ୍ଛନ ଙ୍କ ର ବଡ଼ ଝିଅ ସ୍ୱରୀତ ନନ୍ଦା ଙ୍କ ର ଝିଅ | ନାବେଲି ଙ୍କ ର ଜନ୍ମ 6 ଡିସେମ୍ବର 1997 ରେ ଜନ୍ମ ଅଟେ | ଏବଂ ଲଣ୍ଡନ ରେ ହିଁ ପାଠ ପଢିବା ସମୟ ରେ ଦୁହିଁଙ୍କ ର ପ୍ରେମ କାହାଣୀ ଆରମ୍ଭ ହେଇଥିଲା |

ଦୁହେଁ ଲଣ୍ଡନ ରେ ସ୍କୁଲ ରେ ପାଠ ପଢିବା ସମୟ ରେ ଏହି ଦୁହିଁଙ୍କ ର ପ୍ରେମ କାହାଣୀ ର ଆରମ୍ଭ ହେଇଥିଲା ଏବଂ ଇତି ମଧ୍ୟ ରେ ଦୁହିଁଙ୍କ ର ଫୋଟୋ ବି ଖୁବ ଵିରଳ ହେବାରେ ଲାଗିଛି |

ଆର୍ଯ୍ୟନ ବି ନିଜ ପିତା ଙ୍କ ପରି ଆକ୍ଟିଙ୍ଗ ରେ ନିଜ ର କ୍ୟାରିୟର କରିବାକୁ ଚାହୁଁଛନ୍ତି | ଏବଂ ତାଙ୍କ ର ପ୍ରଥମ ଡେବ୍ୟୁ ଫିଲ୍ମ ର ଡ଼ାଇରେକ୍ଟର କାରଣ ଜୋହର ଅଟନ୍ତି |

Share Your Views In Comments Below

comments