ସମ୍ବନ୍ଧ ରଖିବା ଦ୍ୱାରା ଦୁର ହେଇ ଯାଇଥାଏ ଏହି ସବୁ ରୋଗ, ମିଳିଥାଏ ଅନେକ ଫାଇଦା, ଜାଣନ୍ତୁ କଣ ଏହା ସବୁ….

‘ସେ-କ୍ସ’ କରିବା ସମୟରେ ଶରୀରରେ ରକ୍ତ ସଂଚାଳନ ଜୋରରେ ହୁଏ | ଏହାଦ୍ୱାରା ହୃଦୟ ସହିତ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକର ବ୍ୟାୟାମ ହୋଇଯାଏ | ଏକ ଗବେଷଣାରୁ ଜଣାପଡିଛି ଯେ, ସେ-କ୍ସ ଦ୍ୱାରା କିଡନୀ ରେ ଷ୍ଟୋନ ରୋଗ ମଧ୍ୟ ଦୂର କରାଯାଇ ପାରିବ ।

ସେ-କ୍ସ ବିଷୟରେ ଲୋକମାନଙ୍କର ସାଧାରଣ ଚିନ୍ତାଧାରା ହେଉଛି, ଶାରୀରିକ ସୁଖ ପ୍ରାପ୍ତି କରିବା ପାଇଁ ଏହି କାର୍ଯ୍ୟ କରାଯାଏ | ଲୋକୋମାନାକୁ ଏ ବିଷୟରେ ଜଣାନାହିଁ ଯେ ସେ-କ୍ସ କରିବା ଦ୍ୱାରା ଭଲ ଭାବେ ବ୍ୟାୟାମ ମଧ୍ୟ ହୋଇଥାଏ | ସେ-କ୍ସ ଏକ ଏପରି ପ୍ରକ୍ରିୟା, ଯାହାଦ୍ୱାରା ଶରୀରର କେତେକ ରୋଗ କୁ ମଧ୍ୟ ଦୂର କରାଯାଇ ପାରିବ | ସେ-କ୍ସ କରିବା ସମୟରେ ଶରୀରରେ ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ | ଏହାଦ୍ୱାରା ହୃଦୟ ସହିତ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକର ବ୍ୟାୟାମ ହୋଇଯାଏ | ଏକ ଗବେଷଣାରୁ ଜଣାପଡିଛି ଯେ, ସେ-କ୍ସ ଦ୍ୱାରା କିଡନୀ ରେ ଷ୍ଟୋନ ରୋଗ ମଧ୍ୟ ଦୂର କରାଯାଇ ପାରିବ । ଆସନ୍ତୁ ଜାଣିବା ସେ-କ୍ସ କରିବା ଦ୍ୱାରା କଣ କଣ ଲାଭ ହୋଇଥାଏ |

ତୁର୍କୀ ରେ ହୋଇଥିଲା ଏହି ଗବେଷଣା
Myupchar ସହ ଜଡିତ ଥିବା ଏମ୍ସ ର ଡାକ୍ତର ରାଜଲକ୍ଷ୍ମୀ କହିଛନ୍ତି ଯେ, ଭାରତର ମୋଟ ଜନସଂଖ୍ୟା ମଧ୍ୟରୁ 12 ପ୍ରତିଶତ ଲୋକଙ୍କୁ ୟୁରିନାରୀ ଟ୍ରେକଟ ଇନଫେକ୍ସନ ର ଆଶଙ୍କା ରହିଛି | ଏଥିମଧ୍ୟରୁ 50 ପ୍ରତିଶତ ରୋଗୀଙ୍କ କିଡ଼ନୀ ନଷ୍ଟ ହୋଇଯଯାଇଥାଏ | ନିକଟରେ ତୁର୍କୀର ହୋଇଥିବା ଆକ ଗବେଷଣା ରେ ଜଣ ପଡିଛି ଯେ, ସପ୍ତାହରେ ଅତି କମ୍ ରେ 3 ରୁ 4 ଥର ସେ-କ୍ସ କଲେ କିଡ଼ନୀ ରେ ଥିବା ପଥର ଆପେ ଆପେ ବାହାରିଯାଇଥାଏ | ଭାରତୀୟ ମୂତ୍ର ବିଶେଷଜ୍ଞ ଡାକ୍ତର ମାନେ ମଧ୍ୟ ଏହି ଗବେଷଣାର ସିଦ୍ଧାନ୍ତରେ ସହମତି ଅଛନ୍ତି | ଭାରତୀୟ ଡାକ୍ତର ମାନଙ୍କର ମତ ଅଛି ଯେ, ସେ-କ୍ସ କରିବା ବେଳେ ବାହାରୁଥିବା ଏକ ମହତ୍ୱପୂର୍ଣ୍ଣ ଯୌଗିକ ଷ୍ଟୋନ ଗୁଡିକୁ ବାହାର କରିବାରେ ସହାୟକ ହୋଇଥାଏ |

ସେ-କ୍ସ କରିବା ସମୟରେ ଶରୀରରେ ନାଇଟ୍ରୋସ ଅକ୍ସାଇଡ ଉତ୍ପନ ହୋଇଥାଏ
ମୂତ୍ର ବିଶେଷଜ୍ଞ ମାନେ କହିଛନ୍ତି ଯେ, ସେ-କ୍ସ କରିବା ସମୟରେ ଶରୀରରେ ନାଇଟ୍ରୋସ ଅକ୍ସାଇଡ ଉତ୍ପନ ହୋଇଥାଏ ଏବଂ ଉତ୍ତେଜନା ଅବସ୍ଥାରେ ଏହା ମୂତ୍ର ନଳିଦ୍ୱାରା ବାହାରକୁ ବାହାରିଥାଏ | ଏହି ସମୟରେ ସେ-କ୍ସ କରିବା ସମୟରେ ଶରୀର କୁ ଆନନ୍ଦ ଦେଇଥାଏ | ଡାକ୍ତର ମାନେ କହିଛନ୍ତି ଯେ, ଏ ବିଷୟରେ ପ୍ରୟୋଗାତ୍ମକ ପରୀକ୍ଷଣ କରିବା ଆବଶ୍ୟକତା ଅଛି | ଏହି ଗବେଷଣାରୁ ଏହାର ସମ୍ଭାବନା ଦେଖାଯାଉଛି ଯେ, ସେ-କ୍ସ କରିବା ସମୟରେ ନାଇଟ୍ରୋସ ଅକ୍ସାଇଡ ଉତ୍ପନ ହୋଇଥାଏ ଏବଂ ଉତ୍ତେଜନା ଅବସ୍ଥାରେ ଏହା ମୂତ୍ର ନଳିଦ୍ୱାରା ବାହାରକୁ ବାହାରିବା ପରେ ମୂତ୍ରନଳୀର ମାଂସପେଶୀ କୁ ଶାନ୍ତି ମିଳିଥାଏ | ଯାହାଦ୍ୱାରା କିଡ଼ନୀ ରୋଗୀକୁ ଭଲ ଲାଗିଥାଏ |

Share Your Views In Comments Below

comments