ସାମ୍ନାକୁ ଆସିଲା Sridevi ଙ୍କ ମୃତ୍ୟୁର ଅସଲ କାରଣ, ମୃତ୍ୟୁର 2 ବର୍ଷ ପରେ ସାମ୍ନାକୁ ଆସିଲା ଏପରି ରହସ୍ୟ…

ଲୋକପ୍ରିୟ ଅଭିନେତ୍ରୀ ଶ୍ରୀ ଦେବୀ ଙ୍କ ର ବାଥରୁମ ରେ ବାଥଟପ ରେ ବୁଡି ମୃତ୍ୟୁ ହେଇଥିଲା | ତେବେ ଦୀର୍ଘ ଦିନ ହେବ ଶ୍ରୀ ଦେବୀ ଙ୍କ ର ଏହି ମୃତ୍ୟୁ ରହସ୍ଯଘେର ରେ ରହିଥିଲା | ତେବେ ଶ୍ରୀ ଦେବୀ ଙ୍କ ର ଜୀବନ କାହାଣୀ ଉପରେ ଲେଖକ ସତ୍ୟାର୍ଥ ନାୟକ ଏକ ପୁସ୍ତକ ଲେଖିଛନ୍ତି | ସେ କହିଛନ୍ତି ଶ୍ରୀ ଦେବୀ ସର୍ବଦା ଲୋ ବ୍ଲଡ଼ ପ୍ରେସର ରେ ବେହୋସ ହେଇଯାଇଥାନ୍ତି | ଶ୍ରୀ ଦେବୀ ଙ୍କ ର ନିକଟ ଲୋକେ ଏହା ବେଶ ଭଲ ଭାବରେ ଜାଣିଛନ୍ତି |

ଏକ ଇଂରାଜୀ ଖବର ପତ୍ରିକା ଅନୁସାରେ ଏହି ଲେଖକ କହିଛନ୍ତି ମୁ ପଙ୍କଜ ପରାଶର | ଫିଲ୍ମ ଚାଲବାଜ ରେ ନିର୍ଦେଶନା ଦାଇତ୍ୱ ରେ ଥିଲି | ଏବଂ ସେଠାରେ ମୁ ନାଗାର୍ଜୁନ ଙ୍କୁ ସାକ୍ଷ୍ୟାତ କରିବା ପରେ ଜାଣିବା କୁ ପାଇଥିଲି କି ଶ୍ରୀ ଦେବୀ ଲୋ ବ୍ଲଡ଼ ପ୍ରେସର ରେ ବେହୋସ ହେଇଯାଇଥାନ୍ତି | ଫିଲ୍ମ ସୁଟିଂ ସମୟ ରେ ମଧ୍ୟ ଅନେକ ଥର ଏପରି ଶ୍ରୀ ଦେବୀ ବେହୋସ ହେଇଯାଇଥାନ୍ତି | ଏହା ପରେ ମୁ ଶ୍ରୀ ଦେବୀ ଙ୍କ ର ଭାଣିଜୀ ମାହେଶ୍ୱରୀ ଙ୍କୁ ସାକ୍ଷ୍ୟାତ କରିଥିଲି |

ତାଙ୍କ ର ଭାଣିଜୀ ମଧ୍ୟ ମୋତେ କହିଥିଲେ କି ଅନେକ ଥର ସେ ମଧ୍ୟ ଶ୍ରୀ ଦେବୀ ଙ୍କୁ ବାଥରୁମ ରେ ବେହୋସ ହେଇଯିବା ର ଦେଖିଛନ୍ତି | ଦୀର୍ଘ ଦିନ ହେବ ଶ୍ରୀ ଦେବୀ ଲୋ ବ୍ଲଡ଼ ପ୍ରେସର ସମସ୍ୟା ଦେଇ ଗତି କରୁଥିଲେ |ତେବେ ପୂର୍ବ ରୁ ଶ୍ରୀ ଦେବୀ ଙ୍କ ର ମୃତ୍ୟୁ ସମୟ ରେ କେରଳ ର ଜଣେ DGP କହିଥିଲେ ଶ୍ରୀ ଦେବୀ ଙ୍କ ର ହତ୍ୟା କରାଯାଇଛି | ଯେପରି କି ଆପଣ ଜାଣିଥିବେ 24 ଫ୍ରେବୁଆରି 2018 ରେ ଶ୍ରୀ ଦେବୀ ଙ୍କ ର ମୃତ୍ୟୁ ହେଇଥିଲା |

Share Your Views In Comments Below

comments