ଯୁବକଙ୍କ ଶରୀରର ଏହି ଅଙ୍ଗ ଥିଲା ବଡ଼, ନିରବନ୍ଧ ପରେ ଯୁବତୀ ଭାଙ୍ଗିଦେଲେ ବାହାଘର କହିଲେ, ତମର ସେହି ଅଙ୍ଗ ….

ବିବାହ ପାଁଇ ଯୁବକ ଯୁବତୀ କୌଣସି ନା କୌଣସି କାରଣ କୁ ନେଇ ରିଜେକ୍ଟ କରିଦେଇଥାନ୍ତି | ଆପଣ ଅନେକ ବିବାହ ଏପରି ବିବାହ ପ୍ରସ୍ତାବ ଭାଙ୍ଗିଥିବା ର ଦେଖିଥିବେ | ଏହିପରି ଏକ ଘଟଣା ଦେଖିବା କୁ ମିଳିଛି ବ୍ୟଙ୍ଗଲୋର ରେ | ସେଠାରେ ଏକ ଇଞ୍ଜିନିଅର ନିଜ ର ମଙ୍ଗତର କୁ କୋର୍ଟ ପର୍ଯ୍ୟନ୍ତ ନେଇଥିଲେ |

ବ୍ୟଙ୍ଗଲୋର ରେ 35 ବର୍ଷୀୟ ଜଣେ ସଫଟୱେର ଇଞ୍ଜିନିଅର ରମେଶ ଙ୍କ ର ରଶ୍ମି ନାମ ଙ୍କ ଜଣେ ମହିଳା ଙ୍କ ସହ ବିବାହ ହେବା ପାଁଇ ପ୍ରସ୍ତାବ ଆସିଥିଲା | ରମେଶ ଙ୍କ କହିବା ଅନୁସାରେ ଦୁହେଁ ଅନେକ ସମୟ କଥା ହେବା ପରେ 13 ଅଗଷ୍ଟ କୁ ରଶ୍ମି ବ୍ୟଙ୍ଗଲୋର ର ଏକ ହୋଟେଲ ରେ ରମେଶ ଙ୍କୁ ସାକ୍ଷ୍ୟାତ କରିଥିଲେ | ରଶ୍ମି ଆମେରିକା ରେ ଚାକିରୀ କରିଥିଲେ |

ରମେଶ ଙ୍କ କହିବା ଅନୁସାରେ ରଶ୍ମି ଙ୍କ ର ଭଉଣୀ ଲକ୍ଷ୍ମୀ ଙ୍କୁ ମଧ୍ୟ ସାକ୍ଷ୍ୟାତ କରିଥିଲେ | ଏହା ପରେ 9 ସେପ୍ଟେମ୍ବର ରେ ରମେଶ ଓ ରଶ୍ମି ଙ୍କ ର ନିର୍ବନ୍ଧ ହେଇଥିଲା |

ରମେଶ ଙ୍କ ର କହିବା ଅନୁସାରେ ରଶ୍ମି ଙ୍କ ର ପିତା ବିବାହ କାର୍ଯ୍ୟକ୍ରମ ସ୍ଥାନ ବ୍ୟଙ୍ଗଲୋର ରୁ ବଦଳାଇ ତିରୁମାଲା ମନ୍ଦିର ରେ କରିବା କୁ କହିଥିଲେ | ରମେଶ ଙ୍କ କହିବା ଅନୁସାରେ ତାଙ୍କ ର ଏଥିରେ ଅସୁବିଧା ହେଇ ମଧ୍ୟ ସେ ଏଥିରେ ରାଜି ହେଇଥିଲେ | 30 ଜାନୁୟାରୀ ରେ ବିବାହ ର ତାରିଖ ଧାର୍ଯ୍ୟ ହେଇଥିଲା |

ରମେଶ ଙ୍କ ର କହିବା ଅନୁସାରେ ବିବାହ ତାରିଖ ଠିକ ହେଇଯିବା ପରେ ରଶ୍ମି ଆମେରିକା ଚାଲିଯାଇଥିଲେ | ଏବଂ ସମସ୍ତେ ବିବାହ ର ପ୍ରସ୍ତୁତି ଆରମ୍ଭ କରିଥିଲେ | ରମେଶ କ୍ୟାଟ୍ରିଙ୍ଗ ପାଁଇ ଏକ ଲକ୍ଷ ଟଙ୍କା ଆଡ଼ଭାନ୍ସ ମଧ୍ୟ ଦେଇଥିଲେ | କପଡା ଆଦି ରେ 4 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ |

ଏହା ପରେ ରମେଶ ଙ୍କ କହିବା ଅନୁସାରେ ଦିନେ ରଶ୍ମି ଙ୍କ ର ପିତା ଙ୍କ ର ଫୋନ ଆସିଥିଲା ଓ ପ୍ରସ୍ତାବ ଭାଙ୍ଗିବା କୁ କହିଥିଲେ | ଏବଂ ଏହା ର କାରଣ ରମେଶ ପଚାରିବା ପରେ ରଶ୍ମି ଙ୍କ ର ପିତା କହିଥିଲେ ତୁମ ର ନାକ ଲମ୍ବା ଅଛି I ତୁମ କୁ ଏହି ନାକ ର ସର୍ଜରୀ କରିବା ଉଚିତ |

ରମେଶ ଙ୍କୁ ରଶ୍ମି ଙ୍କ ର ପିତା ବେଜିତ କରିବା ପରେ ତାଙ୍କ ନମ୍ବର କୁ ବ୍ଲକ କରିଦେଇଥିଲେ | ଏବଂ ରମେଶ ଙ୍କ ର ପରିବାର ର କୌଣସି ବି ଲୋକ ଙ୍କ ର ଫୋନ ର କିଛି ଉତ୍ତର ଦେଇ ନ ଥିଲେ I ଏହା ପରେ ରମେଶ , ରଶ୍ମି ଙ୍କ ର ପରିବାର ବିପକ୍ଷ ରେ ଧୋକା ଧାଡି ର ମାମଲା ରୁଜୁ କରିଥିଲେ | ଏବଂ IPC ଧାରା 417 ଓ 420 ରେ ମାମଲା ରୁଜୁ କରିଥିଲେ |

Share Your Views In Comments Below

comments