ନମସ୍କାର ବନ୍ଧୁଗଣ ବାହାଘର ପରେ ଏବେ ଶାଶୁଘରେ ରହିଛନ୍ତି ଓଡ଼ିଆ ଅଭିନେତ୍ରୀ ଲିପ୍ସା ମିଶ୍ର ଆଉ ସ୍ଵାମୀଙ୍କ ସହିତ ଏବେ ନିଜ ଶାଶୁଘରେ ଖୁସିରେ ରହିଥିବାର ଦେଖା ଦେଇଛନ୍ତି ଗତ କିଛିଦିନ ପୂର୍ବେ ଲିପ୍ସା ମିଶ୍ରଙ୍କର ବାହାଘର ହୋଇ ଯାଇଛି ବାହାଘର ବେଳକୁ ଲିପ୍ସା ମିଶ୍ରଙ୍କୁ ପ୍ରାୟ ୩୫ ବର୍ଷ ବୟସ ହୋଇଥିଲା ନିଜର ୧୫ ବର୍ଷର ଅଭିନୟ କ୍ୟାରିୟର ମଧ୍ୟରେ ସେ ବୋହୁତ ସାରା ସିନେମା ଧାରାବାହିକ ୱେବ୍ ସିରିଜ୍ ଆଲବମ୍ ରେ ଅଭିନୟ କରିଛନ୍ତି।
ତେବେ ଗତ ଦିନମାନଙ୍କରେ ସେ ଆକାଶ ଙ୍କୁ ବିବାହ ହୋଇଥିଲେ ଦୀର୍ଘଦିନ ଧରି ଆକାଶଙ୍କୁ ସେ ଭଲ ପାଇଥିଲେ ଆଉ ଏବେ ଆକାଶଙ୍କ ସହିତ ବାହାଘର ସରି ଯାଇଛି ବାହାଘର ପରେ ସ୍ବାମୀ ଆକାଶ ଲିପ୍ସା ମିଶ୍ରଙ୍କୁ ଗୋଟିଏ କାର ଗିଫ୍ଟ କରିଥିବାର ନଜର ଆସିଛନ୍ତି ଆଉ ଏହାପରେ ଲିପ୍ସା ମିଶ୍ର ଏବେ ଆକାଶଙ୍କ ଘରେ ଗୋଟିଏ ଓଡ଼ିଆ ଘରର ବୋହୂ ଭଳି ଚଳୁଥିବାର ଦେଖା ଦେଇଛନ୍ତି |
ତାହେଲେ ଲିପ୍ସା ମିଶ୍ରଙ୍କ ବାହାଘର ଏବେ ସରି ଯାଇଛି ଆଉ ତାଙ୍କ ବାହାଘରଟି ବୋହୁତ ଧୁମ୍ ଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡର ବୋହୁତ ସାରା କଳାକାରମାନେ ଯୋଗ ଦେଇଥିଲେ | ତାହେଲେ ଆକାଶଙ୍କୁ ବାହା ହୋଇଛନ୍ତି ଲିପ୍ସା ମିଶ୍ର ତେବେ ଲିପ୍ସା ମିଶ୍ର ଏବେ ଆକାଶଙ୍କ ଘରେ ରହୁଛନ୍ତି ଆଉ ବାହାଘର ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରିବେ ବୋଲି କହିଛନ୍ତି |
ଆଗାମୀ କିଛିଦିନ ମଧ୍ୟରେ ଲିପ୍ସା ମିଶ୍ରଙ୍କର ଦୁଇ ଦୁଇଟି ଫିଲ୍ମ ରିଲିଜ୍ ହେବାକୁ ଯାଉଛି ଆଉ ଏହି ଫିଲ୍ମରେ ଅଭିନୟ କରିବେ ଲିପ୍ସା ଆକାଶ ହେଉଛନ୍ତି ଜଣେ ବୋହୁତ ବଡ଼ ବିଜନେସ ମ୍ୟାନ ଦୀର୍ଘଦିନ ଧରି ସେ ଲିପ୍ସା ମିଶ୍ରଙ୍କୁ ଭଲ ପାଇଥିଲେ ଲିପ୍ସା ମିଶ୍ରଙ୍କ ଅଭିନୟ ଟିଭିରୁ ଦେଖି ସେ ତାଙ୍କୁ ଭଲ ପାଇଥିଲେ |
ଆଉ ପରବର୍ତ୍ତୀ ସମୟରେ ତାଙ୍କର ଲିପ୍ସା ମିଶ୍ରଙ୍କ ସହିତ ଦେଖା ହୋଇଥିଲା ଆଉ ସେ ତାଙ୍କୁ ପ୍ରପୋଜ୍ କରିଥିଲେ ଆଉ ଏହାପରେ ଲିପ୍ସା ମିଶ୍ର ତାଙ୍କୁ ବୋହୁତ ଭଲ ମଣିଷ ଜାଣି ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ହଁ କରିଥିଲେ ଆଉ ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି।
ଶାଶୁଘରେ ସ୍ୱାମୀଙ୍କ ସହ କିପରି ରୋମାନ୍ସ କରୁଛନ୍ତି Lipsa Mishra… ପ୍ରଥମ ଥର ସାମ୍ନାକୁ ଆସିଲା ଏମିତି ଫୋଟୋ
