OMG ପତ୍ନୀ ଙ୍କର ଋତୁସ୍ରାବ ସମୟରେ ବି ଛାଡୁ ନଥିଲେ ସ୍ୱାମୀ କରୁଥିଲେ ଏପରି କାମ… ସତ ଶୁଣିକି କାନ୍ଦି ପକାଇବେ ଆପଣ…

ଝିଅକୁ ଏକ ସରକାରୀ ସ୍ୱାମୀ ମିଳୁ ଏହା ପ୍ରତୋକ ପିତାମାତା ଙ୍କର ଆଶା ରହିଥାଏ | ଖାସ କରୀକି ଯଦି ଝିଅ ଆଇଏଏସ, ଆଇପିଏସ ଚାକିରିଆ ବର ପାଇଥାଏ ତେବେ ଏହା ତାଙ୍କ ବହୁତ ଖୁସିର କଥା ହେଇଥାଏ | ଅନେକ ବିବାହରେ ପୁଅ ଘର ଲୋକେ ଯୌତୁକ ଦାବି କରିଥାନ୍ତି | ଅନେକ ଥର ତ ଏପରି ଉଚ୍ଚା ପଦବୀରେ ଥିବା ବ୍ୟକ୍ତି ଏପରି କାର୍ଯ୍ୟ କରିଦିୟନ୍ତି କି ଯାହା ଜାଣି ଆମ ହୃଦୟ ବି ଥରି ଯାଏ | ଏହିପରି ଏକ ମାମଲା ଲଖନୋ ରୁ ସାମ୍ନାକୁ ଆସିଛି ଯେଉଁଠି ସ୍ୱାମୀ PCS ଅଧିକାରୀ ଏବଂ ତା ଉପରେ ଅଭିଯୋଗ ଅଛି ଯେ ସେ ନିଜ ପତ୍ନୀ ନମ୍ରତାଙ୍କୁ 15 ମହଲାରୁ ତଳକୁ ପକାଇ ହତ୍ୟା କରିଦେଇ ଛନ୍ତି | ଆରୋପି ଦୀପରତନ ବର୍ତମାନ ଜେଲରେ ରହିଛନ୍ତି ଓ ପୋଲିସ ମାମଲାର ତଦନ୍ତ କରୁଛି |

ଋତୁସ୍ରାବ ସମୟରେ ବି କରୁଥିଲା ଟର୍ଚର

ନମ୍ରତା ଙ୍କର ଭଉଣୀ ନିଜ ଭିଣେଇ ଙ୍କର କୃର ସ୍ଵଭାଵ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ସେ କହିଛନ୍ତି କି ଦିପରତନ ନମ୍ରତା ଙ୍କର ଋତୁସ୍ରାବ ସମୟ ରେ ମଧ୍ୟ ତାଙ୍କୁ ମାଡ଼ ମାରୁଥିଲେ | ନମ୍ରତା ଙ୍କର ଭଉଣୀ କହିଛନ୍ତି ଯେ ତାଙ୍କ ଭଉଣୀ ତାଙ୍କ ସହ ଜୀବନର ସବୁ କଥା ସେୟାର କରୁଥିଲେ | ନମ୍ରତା ହିଁ ତାଙ୍କ ଭଉଣୀ ଙ୍କୁ କହିଥିଲେ କି କିପରି ସେ ଋତୁସ୍ରାବ ସମୟରେ ବି ସମ୍ବନ୍ଧ ବନେଇବା ପାଇଁ କହୁଥିଲା ଓ ମନା କଲେ ନିସ୍ତୁକ ମାଡ ମାରୁଥିଲା | ଦିପରତନ ନମ୍ରତାଙ୍କର ଗୁପ୍ତ ଅଙ୍ଗ ଓ ପେଟ କୁ ବି ଗୋଇଠା ମାରୁଥିଲା | ଲକ୍ଷ୍ନୌ ର ହଜରତଗଞ୍ଜ ରେ ଥିବା ଧେଣୁମତି ଆପାର୍ଟମେଣ୍ଟ ରେ 15 ଫ୍ରେବୁଆରି କୁ ନମ୍ରତା ଙ୍କ ର ମୃତ୍ୟୁ ହେଇଥିଲା | ଏହି ମାମଲା ପରେ ନମ୍ରତା ଙ୍କ ର ମା କିରଣ ପାସବାନ ଓ ଭଉଣୀ ଥାନା ରେ ଅଭିଯୋଗ ଜଣାଇଥିଲେ |

ବଡ଼ ଭଉଣୀଙ୍କୁ ଛାଡି ଛୋଟ ଭଉଣୀ କୁ କଲା ପସନ୍ଦ

ନମ୍ରତା ଙ୍କ ର ମା କହିଛନ୍ତି କି ନମ୍ରତା ତାଙ୍କ ସାନ ଝିଅ ଥିଲା | ଏବଂ ସେ ଆଇଏଏସ ପାଁଇ ପ୍ରସ୍ତୁତି କରୁଥିଲେ | ଏବଂ ବଡ଼ ଝିଅ ତୃପ୍ତା ପାଁଇ ବିବାହ ପ୍ରସ୍ତାବ ଖୋଜ ଜାରି ରହିଥିଲା | ସେହି ସମୟ ରେ ମେଟ୍ରିମୋନି ରେ ଏକ ପ୍ରସ୍ତାବ ଆସିଥିଲା | ଏବଂ ଏହି ଯୁବକ ନମ୍ରତା ଙ୍କୁ ପସନ୍ଦ କରିଥିଲେ | ଏବଂ ଯୁବକ ପିସିଏସ ଥିଲେ ଏହି କାରଣ ରୁ ତାଙ୍କ ସାନ ଝିଅ ସହ ତାଙ୍କ ର ବିବାହ କରାଇଦେଇଥିଲେ | ଯୁବକ ଙ୍କ ର ପରିବାର ଲୋକେ ଏହା ଆଶା ଦେଇଥିଲେ କି ଝିଅ ବିବାହ ପରେ ମଧ୍ୟ ପାଠ ପଢି ପାରିବେ |

ନମ୍ରତା ବହୁତ ପ୍ରେମ କରୁଥିଲେ

ଭଉଣୀ କହିଥିଲେ କି ନମ୍ରତା ଦିପ ଙ୍କୁ ବହୁତ ପ୍ରେମ କରୁଥିଲେ | ଏବଂ ତାଙ୍କ ବୈବାହିକ ଜୀବନ ମଧ୍ୟ ଭଲ ରହିଥିଲା | ଭାଲେଣ୍ଟାଇନ ଡେ ରେ ନମ୍ରତା ଦୀପ ଙ୍କୁ କେକ , ଫୁଲ ଓ ଗିଫ୍ଟ ଆଣିବା କୁ କହିଥିଲେ | ନମ୍ରତା ଭାବୁଥିଲେ ତାଙ୍କ ପ୍ରେମ ତାଙ୍କ ପତି ଙ୍କ ର ଚିନ୍ତାଧାରା କୁ ପରିବର୍ତନ କରିପାରିବ କିନ୍ତୁ ଏପରି ହେଇ ନ ଥିଲା |

ଭାଲେଣ୍ଟାଇନ ଡେ ର ଆଗାମୀ ଦିନରେ ମୃତ୍ୟୁ

ନମ୍ରତା ଙ୍କ ର ସମ୍ପର୍କୀୟ ଭଉଣୀ ଚିତ୍ରା କହିଛନ୍ତି କି ନମ୍ରତା ଆତ୍ମହତ୍ୟା କରିବା ପରି ପିଲା ନ ଥିଲେ | ଏବଂ ତାଙ୍କ ପତି ତାଙ୍କ ପ୍ରତି ଅନେକ ଅମାନୁଷିକ ଅତ୍ୟାଚାର କରୁଥିଲେ | ତେଣୁ ତାଙ୍କ ପତି ତାଙ୍କ ର ହତ୍ୟା କରିଛନ୍ତି | ହେବ ତାଙ୍କ ପତି ତାଙ୍କୁ ଛାଡପତ୍ର ଦେବାକୁ ଧମକ ମଧ୍ୟ ଦେଇଥିଲେ |

Share Your Views In Comments Below

comments