ସ୍ବାମୀଙ୍କ କଥା ଶୁଣି ଲାଇଭ ମିଡିଆ ସାମ୍ନାରେ ଲାଜେଇ ଗଲେ Lipsa… ପୁରା ଭିଡ଼ିଓ ଦେଖନ୍ତୁ

ନିକଟରେ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବର୍ତ୍ତମାନ ସେ ତାଙ୍କ ଶାଶୁ ଘରେ ରହୁଛନ୍ତି। ଆଉ ତାଙ୍କ ଶାଶୁ ଘରେ ସେ ବହୁତ୍ ଖୁସି ଥିବାର ନଜର ଆସିଛନ୍ତି । ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ସ୍ଵାମୀ ହେଉଛନ୍ତି ଆକାଶ ଆଚାର୍ଯ୍ୟ। ସେ ଜଣେ ବିଜନେସ ମ୍ୟାନ। ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ଶାଶୁ ଘରେ ତାଙ୍କ ଶାଶୁ ଶ୍ବଶୁର ଏବଂ ତାଙ୍କ ସ୍ଵାମୀ ରୁହନ୍ତି । ଅଭିନେତ୍ରୀ ଲିପ୍ସା ମିଶ୍ର ଓଲିଉଡ଼ ର ଜଣେ ପରିଚିତ ଅଭିନେତ୍ରୀ ।

ସେ ଅନେକ ସିନେମା ଏବଂ ଧାରାବାହିକ ରେ ଅଭିନୟ କରିଛନ୍ତି । ବିବାହ ପୂର୍ବରୁ ଲିପ୍ସା ଙ୍କ ର ଆକାଶ ଙ୍କ ସହିତ ଦେଖା ହୋଇଥିଲା । ଏବଂ କିଛି ଦିନ ର ସମ୍ପର୍କ ପରେ ସେମାନେ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ। ବିବାହ ପୂର୍ବରୁ ଲିପ୍ସା ଆକାଶ ଙ୍କ ଘରକୁ ଯାଇଥିଲେ । ଏବଂ ଆକାଶ ନିଜେ ଡିଜାଇନ୍ କରି ତାଙ୍କ ଘର ବନେଇଛନ୍ତି । ଲିପ୍ସା ଙ୍କୁ ଆକାଶ ଙ୍କ ଘର ବହୁତ୍ ପସନ୍ଦ ଆସିଥିଲା ।

ଆକାଶ ଙ୍କ ବାପା ମାଆ ଙ୍କ ସହିତ ସେ କଥା ହୋଇଥିଲେ । ଏବଂ ସମସ୍ତେ ତାଙ୍କୁ ବହୁତ୍ ଭଲ ପାଇବା ଦେଇଥିଲେ । ତାପରେ ଲିପ୍ସା ଆକାଶ ଙ୍କୁ ବିବାହ କରିବା ପାଇଁ ହଁ କରିଥିଲେ । ଆକାଶ ଲିପ୍ସା ଙ୍କ ର ଜଣେ ବହୁତ୍ ବଡ଼ ପ୍ରଶଂସକ ଥିଲେ । ସେ ଟିଭି ରୁ ଦେଖିକି ହିଁ ଲିପ୍ସା ଙ୍କୁ ପସନ୍ଦ କରିଥିଲେ । ଆଉ ମନେ ମନେ ଠିକ୍ କରିଥିଲେ ଲିପ୍ସା ଙ୍କୁ ହିଁ ମ୍ୟାରେଜ କରିବେ । ଆଉ ସେମିତି ହିଁ ହୋଇଛି । ଲିପ୍ସା ଙ୍କୁ ବିବାହ କରି ସେ ବହୁତ୍ ଖୁସି ଅଛନ୍ତି ।

ବିବାହ ପରେ ଲିପ୍ସା ତାଙ୍କ ଶାଶୁ ଘରେ ଖିରି ବନେଇ ସମସ୍ତଙ୍କୁ ଖୁଆଇ ଥିଲେ । ସମସ୍ତେ ତାଙ୍କୁ ବହୁତ୍ ପ୍ରଶଂସା କରିଥିଲେ । ଆଉ ତାଙ୍କର ତାରିଫ୍ କରି ସମସ୍ତେ ଖୁସିରେ ବହୁତ୍ ପଇସା ବି ଦେଇଥିଲେ । ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ପରେ ଏବେ ତାଙ୍କ ଶାଶୁ ଘରେ ବହୁତ୍ ଖୁସିରେ ରହୁଛନ୍ତି।

Share Your Views In Comments Below

comments