ନମସ୍କାର ବନ୍ଧୁଗଣ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାତ ଯୋଡ଼ିଛନ୍ତି ଅନୁଭବ ମହାନ୍ତି ଏବେ ଅନୁଭବ ମହାନ୍ତିଙ୍କ ବାପାଙ୍କ ଦେହ ଖରାପ ଅଛି ଆଉ ସେ ଆଇସିୟୁରେ ଗୁରୁତର ଭାବରେ ଭର୍ତ୍ତି ହୋଇଥିବାର ନଜର ଆସିଛନ୍ତି ତ ଖବର ପାଇ ଦିଲ୍ଲୀରୁ ଘରରୁ ଫେରିଛନ୍ତି ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ବର୍ଷାଙ୍କୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ଅଲଗା ହୋଇଯିବା ପାଇଁ ଆଉ ବାରମ୍ବାର ମତେ କୋର୍ଟ ଦୌଡ଼ାଇ ମତେ ହାରାସ୍ କରନାହିଁ ବର୍ଷା ବୋଲି ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଛନ୍ତି |
ଆଉ ବାପାଙ୍କ ଶେଷ ସମୟରେ ମୁଁ ତାଙ୍କୁ ଟିକେ ଖୁସୀ ଦେବାକୁ ଚାହେଁ ଦୟାକରି ଆମେ ଅଲଗା ହୋଇଯିବା ଆଉ ଭଲରେ ଭଲରେ ଆମେ ୧ ମାସ ମଧ୍ୟରେ ଆମେ ଅଲଗା ହୋଇଯିବା ବୋଲି ଲେଖିଛନ୍ତି ଅନୁଭବ ମହାନ୍ତି।ତାହେଲେ ଆପଣମାନେ ଜାଣିଥିବେ ଅନୁଭବ ଓ ବର୍ଷା ଦୁହେଁ ପରସ୍ପରକୁ ୨୦୧୪ ମସିହାରେ ବିବାହ କରିଥିଲେ ବାହାଘର ପରେ ଦୁହେଁ ଏକାଠି ୨୦୨୦ ମସିହା ପର୍ଯ୍ୟନ୍ତ ରହିଥିଲେ ୨୦୨୦ ମସିହାରେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ କୋର୍ଟରେ ଅଭିଯୋଗ କରିଥିଲେ |
ତାହେଲେ କୋର୍ଟର କେସ ବର୍ତ୍ତମାନ ଦିନକୁ ଦିନ ଗଡି ଚାଲିଛି ଅନୁଭବ ମହାନ୍ତି କୋର୍ଟରେ ହାଜର ହେଉଥିବା ବେଳେ ବର୍ଷା କିନ୍ତୁ କୋର୍ଟର ପ୍ରୋସେସକୁ ଅଧିକ ଟାଣୁଛନ୍ତି ଆଉ ଏହି କାରଣରୁ ଅନୁଭବ ମହାନ୍ତି ନିରାଶ ହେଉ ଥିବାର ଦେଖା ଦେଇଛନ୍ତି ତ ଏହି କାରଣରୁ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଛନ୍ତି କି ବାପାଙ୍କ ଶେଷ ସମୟରେ ତାଙ୍କୁ ଗୋଟିଏ ଖୁସିର ଖବର ଦେବାପାଇଁ ତାହେଲେ ପୁଅ ହୋଇ ସେ ବାପାଙ୍କୁ ବୋହୁତ ସାରା ଦୁଃଖ ଦେଇଛନ୍ତି |
ବାପାଙ୍କ ପାଇଁ କିଛି ଭଲ କାମ କରି ନାହାଁନ୍ତି ବୋଲି କହିଛନ୍ତି ଅନୁଭବ ମହାନ୍ତି ନିଜ ସୋସିଆଲ ମିଡିଆରେ ତେବେ ଆପଣମାନେ ଜାଣିଥିବେ ଅନୁଭବ ମହାନ୍ତି ଆଲବମ୍ ଜଗତ ଜରିଆରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ ଆଉ ଏହାପରେ ସେ ଆଇ ଲଭ ୟୁ ଫିଲ୍ମ ଜରିଆରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ|
ଆଉ ସେ ଏବେ ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର କଳାକାର ବନି ଯାଇଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଅନୁଭବ ମହାନ୍ତି କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।
ଶେଷରେ ଶଶୁରଙ୍କୁ ବଞ୍ଚେଇବା ପାଇଁ ଘରକୁ ଫେରିଲେ… ତାପରେ ଯାହା ହେଲା
