ଶିବପୁରାଣ ଅନୁସାରେ ଯେଉଁ ମହିଳା ଘରେ କରିଥାନ୍ତି ଏହି ୫ଟି କାମ, ଜୀବନ ଭାରି ଅଭାବରେ ରହିଥାନ୍ତି ତାଙ୍କ ସ୍ୱାମୀ

ତେବେ ହିନ୍ଦୁ ଧର୍ମ ରେ ସ୍ୱାମୀ ସ୍ତ୍ରୀ ପାଁଇ କିଛି ନିୟମ ର ଉଲେଖ ରହିଛି | ଯେପରି ଆପଣ ଜାଣିଛନ୍ତି ହିନ୍ଦୁ ଧର୍ମ ରେ 16 ଗୋଟି ସଂସ୍କାର ରହିଛି ବିବାହ ର | ଏବଂ ପ୍ରତୋକ ସଂସ୍କାର କୁ ଲୋକେ ପାଳନ କରିଥାନ୍ତି |

ଏପରି ମାନ୍ୟତା ରହିଛି କି ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟ ରେ କେହି ବି ଭୁଲ କର୍ମ କରିଥାନ୍ତି ତ ଏହା ର ଫଳ ଦୁହେଁ ପାଇଥାନ୍ତି | ଏବଂ ଶାସ୍ତ୍ର ରେ ପତ୍ନୀ ଙ୍କ ର ଏହି 5 ଗୋଟି ଲକ୍ଷଣ ସମ୍ପର୍କ ରେ ଉଲେଖ ରହିଛି |

ପ୍ରତୋକ ଦିନ ସ୍ନାନ ନ କରିବା :

ଯଦି ଆପଣ ଙ୍କ ର ପତ୍ନୀ ପ୍ରତୋକ ଦିନ ସ୍ନାନ ନ କରିଥାନ୍ତି ତ ଆପଣ ଙ୍କ ର ବି ଏହି ଦୁର୍ଭାଗ୍ୟ ଲାଗି ରହିଥାଏ|

ଅଧିକ ଡେରି ପର୍ଯ୍ୟନ୍ତ ପତ୍ନୀ ଶୋଇବା :

ଯଦି କୌଣସି ବିବାହିତା ନାରୀ ଅଧିକ ଡେରି ପର୍ଯ୍ୟନ୍ତ ସୋଇ ରହିଥାଏ ତ ଏହାର ପ୍ରଭାବ ତାଙ୍କ ସ୍ୱାମୀଙ୍କ ଉପରେ ପଡିଥାଏ ଓ ସର୍ବଦା ଅର୍ଥାଭାବ ଲାଗିରହିଥାଏ |

ମୈଲା ସଫା ନ କରିବା:

ଯଦି ଘର ର ପତ୍ନୀ ଘର କୁ ଠିକ ରେ ପରିସ୍କାର ନ ରଖନ୍ତି ତ ଏବଂ ଘର ଅପରିଷ୍କାର ହେଇ ରହିଥାଏ ତ ସେହି ଘରେ ମାତା ଲକ୍ଷ୍ମୀ କେବେ ହେଲେ ଆସନ୍ତି ନାହିଁ |

ସର୍ବଦା ସ୍ୱାମୀ ଙ୍କ ପୂର୍ବ ରୁ ଖାଦ୍ୟ ଖାଇବା :

ଯଦି ସ୍ୱାମୀ ସ୍ତ୍ରୀ ଏକାଠି ରହିବା ପରେ ବି ନିଜ ସ୍ୱାମୀ ଖାଦ୍ୟ ଖାଇବା ପୂର୍ବ ରୁ ପତ୍ନୀ ଖାଇଦେଇଥାନ୍ତି ତ ଏହା ର ଖରାପ ପ୍ରଭାବ ସ୍ୱାମୀ ଙ୍କ ଉପରେ ପଡିଥାଏ |

ଖର୍ଚ୍ଚ କୁ ନ ଜଗିବା:

ଯଦି ଆପଣ ଙ୍କ ପତ୍ନୀ କୌଣସିବି ଖର୍ଚ୍ଚ ପାଁଇ ସର୍ବଦା ପ୍ରସ୍ତୁତ ହେଇଥାଏ ତ କେବେ ହେଲେ ସେହି ଘରେ ଧନ ରହି ନ ଥାଏ |

Share Your Views In Comments Below

comments