ସୋସିଆଲ ମିଡିଆରେ ହିରୋଇନ Elina ସାମନ୍ତରାୟ ଙ୍କ ବୋବାଲ ଡାନ୍ସ … ଦେଖନ୍ତୁ ପୁରା ଭିଡିଓ

ଦର୍ଶକ ବନ୍ଧୁ ଓଲିଉଡ଼ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ହିରୋଇନ୍ ଏଲିନା ସାମନ୍ତରାୟ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ଆଉ ଅଭିନେତ୍ରୀ ଏଲିନା ଙ୍କ ର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇ ରାଲ୍ ହେବାରେ ଲାଗିଛି । ଅଭିନେତ୍ରୀ ଏଲିନା ନିକଟରେ ଓସ୍କାର ଆୱାର୍ଡ଼ ପାଇଥିବା ସଙ୍ଗ ରେ ଜବରଦସ୍ତ ଡାନ୍ସ କରିଛନ୍ତି । ଆଉ ତାଙ୍କର ଏହି ଡାନ୍ସ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅଭିନେତ୍ରୀ ଏଲିନା ଓଡ଼ିଆ ସିନେମା ରେ ଅଭିନୟ କରନ୍ତି । ତାଙ୍କର ସୁନ୍ଦର୍ ଅଭିନୟ ପାଇଁ ଓଡ଼ିଆ ଦର୍ଶକ ମାନେ ତାଙ୍କୁ ବହୁତ୍ ପସନ୍ଦ କରନ୍ତି ଆଉ ଅନେକ ଭଲ ପାଇବା ମଧ୍ୟ ଦେଇଛନ୍ତି। ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ରିଆଲିଟି ସୋ କିଏ ହେବ ମୋ ହିରୋଇନ୍ ସିଜନ୍ ୱାନ୍ ର ୱିନର୍ ହେଉଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ।

ଆଉ ସେହି ସୋ ରେ ଅଭିନେତା ଅରିନ୍ଦମ ଙ୍କ ର ନୂଆ ସିନେମା ପାଇଁ ହିରୋଇନ୍ ବଛା ଯାଉଥିଲା । ଅଭିନେତ୍ରୀ ଏଲିନା ସାମନ୍ତରାୟ ଅଭିନେତା ଅରିନ୍ଦମ ରାୟ ଙ୍କ ସହିତ ତାଙ୍କର ପ୍ରଥମ ସିନେମା ଇସ୍କ ତୁହି ତୁ ରେ ଅଭିନୟ କରିଥିଲେ । ସିନେମା ଟି ସୁପରହିଟ ହୋଇଥିଲା । ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ୍ ତାରିଫ କରିଥିଲେ ।

ତା ପରେ ସେ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ସହିତ ଅଭିନୟ କରିଥିଲେ। ଏବଂ ଓଲିଉଡ଼ ର ଆଗଧାଡିର କଳାକାର ମାନଙ୍କ ସହିତ ଅଭିନୟ କରିଥିଲେ । ଆଉ ଆଜି ସେ ସାରା ଓଡ଼ିଶା ରେ ପରିଚିତ ହୋଇ ପାରିଛନ୍ତି । ଆଉ ସେ ଖାଲି ଓଲିଉଡ଼ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ନୁହେଁ ଅନ୍ୟ ଇଣ୍ଡଷ୍ଟ୍ରି ରେ ମଧ୍ଯ ଅଭିନୟ କରିଛନ୍ତି ।

ଆଉ ଏବେ ତାଙ୍କର ଜବରଦସ୍ତ ଡାନ୍ସ କୁ ନେଇ ଚର୍ଚ୍ଚା ଚାଲିଛି । ତାଙ୍କର ଏହି ଡାନ୍ସ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଜୋର୍ ରେ ଭାଇ ରାଲ୍ ହେବା ରେ ଲାଗିଛି।।

Share Your Views In Comments Below

comments