ସ୍ତ୍ରୀ ତୃପ୍ତିଙ୍କୁ ଫେରେଇ ଆଣିବା ପାଇଁ ଏମିତି କାମ Karile ବାବୁସାନ, ଦେଖିକି ଆପଣଙ୍କ ଆଖିରେ ବି ଲୁହ ରହିବ ନାହିଁ…

ନମସ୍କାର ବନ୍ଧୁଗଣ ବାବୁସାନ୍ ଓ ତୃପ୍ତି ପରସ୍ପରକୁ ଅଷ୍ଟମ ଶ୍ରେଣୀରୁ ଭଲ ପାଇଥିଲେ ଆଉ ୨୦୧୪ ମସିହାରେ ଦୁହେଁ ପରସ୍ପରକୁ ବିବାହ କରିଥିଲେ ତେବେ ତାଙ୍କ ଘରଲୋକ ଦୁହିଁଙ୍କୁ ଅଲଗା କରିବା ପାଇଁ ବୋହୁତ ଚେଷ୍ଟା କରିଥିଲେ କିନ୍ତୁ ଦୁହିଙ୍କ ଭଲପାଇବା ଏତେ ଅଧିକ ଥିଲା କି ସେମାନେ କେବେବି ହେଲେ ଅଲଗା ହୋଇ ନଥିଲେ କିନ୍ତୁ ବର୍ତ୍ତମାନ ବାହାଘରର ୭ ବର୍ଷ ପରେ ପ୍ରକୃତି ମିଶ୍ରଙ୍କ ପାଇଁ ଅଲଗା ହୋଇଛନ୍ତି ବାବୁସାନ୍ ଓ ତୃପ୍ତି।

ତାହେଲେ ଆପଣମାନେ ଜାଣିଥିବେ କି ଗତ ଦିନମାନଙ୍କରେ ପ୍ରକୃତି ମିଶ୍ରଙ୍କ ସହିତ ବାବୁସାନ୍ ମହାନ୍ତିଙ୍କୁ ଧରିଥିଲେ ତୃପ୍ତି ଆଉ ଏହାପରଠାରୁ ନିଜ ବାପ ଘରକୁ ରୁଷି ଚାଲିଯାଇଛନ୍ତି ତୃପ୍ତି ଆଉ ବାବୁସାନ୍ ମହାନ୍ତି ବର୍ତ୍ତମାନ ନିଜ ଘରେ ଏକୁଟିଆ ରହୁଛନ୍ତି ହେଲେ ବାବୁସାନ୍ ତୃପ୍ତିଙ୍କୁ ବୋହୁତ ଅଧିକ ଭଲ ପାଆନ୍ତି ତାଙ୍କ ବିନା ସେ ବଞ୍ଚି ପାରିବେ ନାହିଁ ବୋଲି ଗତ ଦିନମାନଙ୍କରେ ସେ ସୋସିଆଲ ମିଡିଆରେ କହିଥିଲେ ଆଉ ଅନ୍ୟପକ୍ଷେ ସେ କହିଥିଲେ କି ତାଙ୍କ ସ୍ତ୍ରୀ ଫିଲ୍ମ ଲାଇନର ଲୋକ ନୁହଁନ୍ତି ତେଣୁକରି ସେ ଫିଲ୍ମ ଲାଇନ୍ ରେ ହେଉଥିବା ହିରୋ ହିରୋଇନ୍ ମାନଙ୍କ ମଧ୍ୟରେ ସମ୍ପର୍କକୁ ବୁଝି ପାରୁନାହାଁନ୍ତି |

ତେଣୁକରି ସେ ଏହିଭଳି ଭାବେ ହେଉଛନ୍ତି ହେଲେ ସେ ତାଙ୍କ ସ୍ତ୍ରୀଙ୍କୁ ବୋହୁତ ଅଧିକ ଭଲ ପାଆନ୍ତି। ତ ବର୍ତ୍ତମାନ ପରିସ୍ଥିତିରେ ବାବୁସାନ୍ ଙ୍କୁ ଛାଡି ତାଙ୍କ ସ୍ତ୍ରୀ ତାଙ୍କ ବାପଘରକୁ ଚାଲି ଯାଇଛନ୍ତି ଆଉ ବାବୁସାନ୍ ଏଥିପାଇଁ ବୋହୁତ ଅପ୍ସେଟ୍ ମଧ୍ୟ ରହିଛନ୍ତି ଆଉ ବର୍ତ୍ତମାନ ବାବୁସାନ୍ ନିଜ ସ୍ତ୍ରୀକୁ ଫେରାଇ ଆଣିବା ପାଇଁ କିଛି ଏମିତି କାମ କରିଛନ୍ତି ଯାହା ବିଷୟରେ ଜାଣିଲେ ଆପଣମାନେ ନିଶ୍ଚିତ ଭାବରେ କାନ୍ଦି ପକାଇବେ |

ତେବେ ଦର୍ଶକ ବନ୍ଧୁ ବାବୁସାନ୍ ବର୍ତ୍ତମାନ ନିଜ ସ୍ତ୍ରୀକୁ ଫେରାଇ ଆଣିବା ପାଇଁ ବୋହୁତ ଚେଷ୍ଟା କରୁଛନ୍ତି ନିଜ ପରିବାର ଲୋକଙ୍କ ସହିତ ନିଜ ଗୁରୁଜନ ଲୋକଙ୍କ ସହିତ ବାବୁସାନ୍ ତୃପ୍ତିଙ୍କୁ ଫେରାଇ ଆଣିବା ପାଇଁ ବୋହୁତ ଚେଷ୍ଟା ଜାରି ରଖିଛନ୍ତି ହେଲେ ତୃପ୍ତି ବର୍ତ୍ତମାନ ବାବୁସାନ୍ ଙ୍କ ପାଖକୁ ଆଉ ଆସିବାକୁ ଚାହୁଁ ନାହାଁନ୍ତି କାରଣ ହେଉଛି ବାବୁସାନ୍ ଙ୍କୁ ସେ ପୂର୍ବରୁ ବୋହୁତ ଥର କ୍ଷମା କରି ଆସିଛନ୍ତି |

କିନ୍ତୁ ବାବୁସାନ୍ ଭୁଲ୍ ଉପରେ ଭୁଲ୍ କରି ଚାଲିଥିଲେ ହେଲେ ଶେଷରେ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କୁ ଏକାଠି ଧରିବା ପରେ ଆଉ ଏହି ଖବରଟିକୁ ସୋସିଆଲ ମିଡିଆରେ ଭାଇରାଲ୍ କରିବା ପରେ ଏହି ରିଲେସନ ଉପରେ ବ୍ରେକ ଲାଗିଛି ଆଉ ବାବୁସାନ୍ ବର୍ତ୍ତମାନ ନିଜ ଘରକୁ ଫେରି ଆସିଛନ୍ତି କିନ୍ତୁ ଫେରି ନାହାଁନ୍ତି ତୃପ୍ତି କିନ୍ତୁ ବାବୁସାନ୍ ତୃପ୍ତିଙ୍କୁ ଫେରାଇ ଆଣିବା ପାଇଁ ବୋହୁତ ଚେଷ୍ଟା ଜାରି ରଖିଛନ୍ତି।

Share Your Views In Comments Below

comments