ସ୍ଵାମୀ ନିଜ ସାଙ୍ଗ ଘରକୁ ଡକାଇଲେ ବେସ୍ୟା, ବେସ୍ୟା ଜଣଙ୍କ ଆଉ କେହି ନୁହେଁ ତାଙ୍କରି ସ୍ତ୍ରୀ ହିଁ ବାହାରିଲେ, ଆଉ ତାପରେ …

ଅନେକ ସମୟ ରେ ବୈବାହିକ ଜୀବନ ରେ ପତିପତ୍ନୀ ଙ୍କ ର ଜୀବନ ରେ ଅନେକ ଝଡ଼ ଝାଞ୍ଜ ଆସିଥାଏ | ଆଜି ଏହିପରି ଏକ ଘଟଣା ନଜର କୁ ଆସିଛି ଯାହା କି ଉତ୍ତରାଖଣ୍ଡ ର କାଶୀପୁର ର ଅଟେ | ଏଠାରେ ପତି ଏକ କଲଗାର୍ଲ କୁ ଡାକିଥିଲେ | ଏବଂ ସମୁଖ ରେ ଯେତେବେଳେ କଲଗାର୍ଲ ପହଂଚିଥିଲେ ତ ଜଣାଯାଇଥିଲା କି ସେ ତାଙ୍କ ପତ୍ନୀ ଅଟନ୍ତି | ଘଟଣା ଟି ବର୍ତମାନ ବେଶ ଚର୍ଚା ରେ ରହିଛି |

ଏହି ପୁରୁଷ ଜଣଙ୍କ ୱାଟସଆପ ଜରିଆ ରେ ଜଣେ ମହିଳା ଙ୍କ ସହ ସମ୍ପର୍କ କରିଥିଲେ | ଏବଂ ଏକ କଲଗାର୍ଲ ପଠାଇବା କୁ କହିଥିଲେ | ଯେତେବେଳେ ଏହି କଲଗାର୍ଲ ଆସିଥିଲେ ତ ସେ ତାଙ୍କ ର ହିଁ ପତ୍ନୀ ଥିଲେ | ଏହା ପରେ ଦୁହେଁ ବେଶ ମାରପିଟ ହେଇଥିଲେ | ଦୁହେଁ ପରସ୍ପର ନାମ ରେ ଥାନା ରେ ମାମଲା ରୁଜୁ କରିଥିଲେ |

କିଛି ବର୍ଷ ପୂର୍ବ ରେ ଦିନେଶପୁର ରେ ରହୁଥିବା ଯୁବକ ଙ୍କ ର ବିବାହ କାଶୀପୁର ର ଆଇଟିଆଇ ଅଂଚଳ ରେ ରହୁଥିବା ଯୁବତୀ ଙ୍କ ସହ ହେଇଥିଲା | ବିବାହ ପରେ ଯୁବତୀ ନିଜ ପତି ଙ୍କ ପାଖ ରେ ନ ରହିକି ବାପ ଘର କୁ ଚାଲିଯାଇଥିଲେ | ସେ ନିଜ ର ଶଶୁର ଘରେ ଖୁବ କମ ସମୟ ହିଁ ବିତାଇଥାନ୍ତି |

ପୁଣି ଦିନେ ଯୁବତୀ ଙ୍କ ର ଜଣେ ବନ୍ଧୁ ତାଙ୍କ ପତି ଙ୍କୁ କହିଥିଲେ କି ତୁମ ପତ୍ନୀ କଲଗାର୍ଲ କାମ କରୁଛନ୍ତି | କାରଣ ତାଙ୍କ ପତ୍ନୀ ଓ ସେହି ଯୁବତୀ ଙ୍କ ମଧ୍ୟ ରେ କିଛି କଥା କୁ ନେଇ ଝଗଡା ହେଇଥିଲା |

ଏହା ପରେ ପତି ସଯମପୁରମ ରେ ରହୁଥିବା ଏକ ମହିଳା ଦଲାଲ ଙ୍କୁ ୱାଟସଆପ ଦ୍ୱାରା ଯୋଗାଯୋଗ କରିଥିଲେ | ଏବଂ ତାଙ୍କୁ ଏକ କଲଗାର୍ଲ ଦାବି ହେଇଥିଲା | ଏହା ପରେ ମହିଳା ଦଲାଲ ତାଙ୍କୁ କିଛି ଫୋଟୋ ଦେଖାଇଥିଲେ ସେଥିରେ ସେ ନିଜ ପତ୍ନୀ ଙ୍କ ର ଫୋଟୋ ମଧ୍ୟ ପାଇଥିଲେ | ଏହି ମହିଳା ଦଲାଲ ଙ୍କ ର ନମ୍ବର ତାଙ୍କ ପତ୍ନୀ ଙ୍କ ର ସାଙ୍ଗ ହିଁ ଦେଇଥିଲେ |

ଏହା ପରେ ପତି କଲଗାର୍ଲ ରୂପେ ନିଜ ପତ୍ନୀ ଙ୍କ ର ଫୋଟୋ ଦେଖି ବୁକ କରିବା କୁ କହିଥିଲେ | ଏବଂ ଠିକଣା ମଧ୍ୟ ଦେଇଥିଲେ | ଦୁହେଁ ଆମନା ସାମ୍ନା ହେଇଯାଇଥିବା ରୁ ଦୁହେଁ ଖୁବ ଝଗଡା ମଧ୍ୟ କରିଥିଲେ |

ଏହା ପରେ ଦୁହେଁ ପୋଲିସ ଷ୍ଟେସନ ରେ ପହଂଚିଥିଲେ | ଏବଂ ପରସ୍ପର ନାମ ରେ ଅଭିଯୋଗ କରିଥିଲେ | ପତ୍ନୀ ଏହି ଅଭିଯୋଗ କରିଥିଲେ କି ତାଙ୍କ ପତି ଙ୍କ ର ତାଙ୍କ ସହେଲି ଙ୍କ ସହ ସମ୍ବନ୍ଧ ରହିଛି I ତେବେ ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି |

Share Your Views In Comments Below

comments