ନମସ୍କାର ବନ୍ଧୁଗଣ ଗୀତ ଗାଇ ନ ପାରିବାରୁ ସ୍ବାମୀଙ୍କ ମଜାକ୍ ନମିତା ଅଗ୍ରୱାଲ ତାହେଲେ ଆପଣମାନେ ତ ନମିତା ଅଗ୍ରୱାଲଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ସେ ୧୯୮୭ ମସିହାରୁ ଓଲିଉଡ ଜଗତରେ ଗୀତ ଗାଇବା ଆରମ୍ଭ କରିଛନ୍ତି ଆଉ ଏହାପରେ ସେ ଓଲିଉଡ ଇଣ୍ଡଷ୍ଟ୍ରିରେ ବୋହୁତ ସାରା ଭଜନ ଓ ଗୀତ ଗୁଡ଼ିକ ଗାଇ ସାରା ଓଡ଼ିଶାର ଲୋକମାନଙ୍କ ମନରେ ଗୋଟିଏ ଅଲଗା ପ୍ରକାର ସ୍ଥାନ ବନେଇବାରେ ସଫଳ ହୋଇ ପାରିଛନ୍ତି।
ଦର୍ଶକ ବନ୍ଧୁ ୧୯୯୪ ମସିହାରେ ନମିତା ଅଗ୍ରୱାଲ ସୀତାରାମ୍ ଅଗ୍ରୱାଲଙ୍କୁ ବାହା ହୋଇଥିଲେ ଆଉ ଆପଣମାନେ ଜାଣିଥିବେ ଯେ ସାର୍ଥକ ମ୍ୟୁଜୀକର ମାଲିକ ହେଉଛନ୍ତି ସୀତାରାମ୍ ଅଗ୍ରୱାଲ ଆଉ ଏହା ପରଠାରୁ ନମିତା ଅଗ୍ରୱାଲ ସୀତାରାମ୍ ଅଗ୍ରୱାଲଙ୍କୁ ବୋହୁତ ହିଟ୍ ଗୀତ ନିଜ କଣ୍ଠ ମାଧ୍ୟମରେ ଦେଇଛନ୍ତି ୧୯୮୭ ମସିହାରୁ ସେ ଗୀତ ଗାଇ ଆସୁଛନ୍ତି |
ନିଜର କଣ୍ଠ ଦ୍ଵାରା ସାରା ଓଡ଼ିଶାର ଲୋକମାନଙ୍କ ମନକୁ ମୁଗ୍ଧ କରି ପାରିଛନ୍ତି ନମିତା ଅଗ୍ରୱାଲ ତ ବର୍ତ୍ତମାନ ନମିତା ଅଗ୍ରୱାଲଙ୍କୁ ପ୍ରାୟ ୫୨ ବର୍ଷ ବୟସ ହୋଇ ଗଲାଣି ଆଉ ଆପଣମାନେ ଜାଣିଥିବେ ନମିତା ଅଗ୍ରୱାଲଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି। ତେବେ ଦର୍ଶକ ବନ୍ଧୁ ନମିତା ଅଗ୍ରୱାଲ ସୀତାରାମ୍ ଅଗ୍ରୱାଲଙ୍କୁ ବାହା ହେବା ପରେ ସାର୍ଥକ ମ୍ୟୁଜୀକର ଭାଗ୍ୟ ବଦଳି ଯାଇଥିଲା |
ତାହେଲେ ସୀତାରାମ୍ ଅଗ୍ରୱାଲ ଏହାପରେ ବୋହୁତ ସାରା ପଇସା ଇନ୍କମ୍ କରିଥିଲେ ଓ ଚ୍ୟାନେଲ ମଧ୍ୟ ଉପରକୁ ଉଠିଥିଲା ତେବେ ଦର୍ଶକ ବନ୍ଧୁ ଆପଣମାନେ ନମିତା ଅଗ୍ରୱାଲଙ୍କ କଣ୍ଠରୁ ବୋହୁତ ସାରା ଗୀତ ଗୁଡ଼ିକ ଶୁଣିଥିବେ ତାଙ୍କର କଣ୍ଠରେ ମଧୁରତା ଆପଣମାନେ ନିଶ୍ଚିତ ଭାବରେ ଶୁଣିଥିବା ତେବେ ସେହିପରି ନମିତା ଅଗ୍ରୱାଲ ତାଙ୍କ ସ୍ବାମୀଙ୍କୁ ଗୀତ ଗାଇବା ପାଇଁ କହିଥିଲେ ହେଲେ ସେ ଏଥିରେ ସଫଳ ହୋଇ ପାରିନଥିଲେ|
ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ନମିତା ଅଗ୍ରୱାଲ କେମିତି ଲାଗନ୍ତି ତାଙ୍କ କଣ୍ଠର ଗୀତ ଆପଣଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।
ସ୍ବାମୀଙ୍କୁ ଏମିତି ଗୀତ ଶିଖାଉଛନ୍ତି ନମିତା ଅଗ୍ରୱାଲ… ଦେଖିଲେ କହିବେ ବାଃ ବାଃ, ଓଡ଼ିଶାରେ ଏବେ ଆଉ ଜଣେ Bada ସିଙ୍ଗର…
