ସ୍ଵାମୀଙ୍କ ମୃତ୍ୟୁ ପରେ ପଡୋଶୀଙ୍କୁ କରିଲେ ଧରମ ଭାଇ, ସବୁଦିନ ଚାଲିଲା ଘରକୁ ଯିବା ଆସିବା, ଦିନେ ଗର୍ଭବତୀ ହୋଇଗଲେ ମହିଳା ତ ସାମ୍ନାକୁ ଆସିଲା ସବୁ ସତ

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ରେ ପ୍ରେମ ପ୍ରସଙ୍ଗ ର ଏକ ବହୁତ ବଡ଼ ମାମଲା ସାମ୍ନାକୁ ଆସିଛି | ଏଠାରେ ଜଣେ ପଡୋଶୀ 3 ଗୋଟି ସନ୍ତାନ ର ମା ଙ୍କ ସହ ଅନୈତିକ ସମ୍ବନ୍ଧ ରଖିବା କୁ ନେଇ ଚର୍ଚା କୁ ଆସିଛନ୍ତି |

ଘଟଣା ଟି ଦିଲ୍ଲୀ ର ଶାସ୍ତ୍ରୀ ନଗର ର ଅଟେ | ଏଠାରେ ରହୁଥିବା ଜଣେ ମହିଳା ନିଜ ପ୍ରେମୀ ଙ୍କ ର ଆତ୍ମହତ୍ୟା କରିଦେବା ପରେ ନିଜ କୁ ମଧ୍ୟ ମାରିଦେବାକୁ ଉଦ୍ୟମ କରିଥିଲେ | ଆତ୍ମହତ୍ୟା କରୀଥିବା ଏହି ଯୁବକ ବିବାହିତ ଅଟନ୍ତି | ଏବଂ ତାଙ୍କ ପ୍ରେମିକା ଯିଏ କି ଆତ୍ମହତ୍ୟା କରିଥିଲେ ସେ 3 ଗୋଟି ସନ୍ତାନ ର ମା ଅଟନ୍ତି | ପୋଲିସ ଏହି ଘଟଣା ର ତଦନ୍ତ ଜାରି ରଖିଛି | ପୋଲିସ ସୂତ୍ର ରୁ ମିଳିଥିବା ଅଭିଯୋଗ ଅନୁସାରେ ଏହି ମହିଳା ସେହି ସ୍ଥାନ ରେ 3 ବର୍ଷ ହେବ ଏକ ଭଡା ଘରେ ରହୁଥିଲେ |

ଏବଂ ତାଙ୍କ ପଡୋଶୀ ରେ ରହୁଥିବା ଜଣେ ଯୁବକ ଙ୍କ ସହ ମହିଳା ଙ୍କ ର ପ୍ରେମ ସମ୍ବନ୍ଧ ଗଢି ଉଠିଥିଲା | ଏବଂ ଏହି ବିବାହିତା ମହିଳା ସେହି ଯୁବକ ଙ୍କ ସହ ଅନେକ ଥର ଶାରୀରିକ ସମ୍ବନ୍ଧ ରଖିଥିଲେ | ଏହି ମହିଳା ନିଜ ର 4 ବର୍ଷ ର ଝିଅ ସମୁଖ ରେ ହିଁ ଆତ୍ମହତ୍ୟା କରିଥିଲେ |

ଘର ବାହାର କୁ କ୍ଷୀର ଆଣିବା କୁ ଯାଇଥିବା ପୁଅ ଯେତେବେଳେ ଘର କୁ ଫେରିଥିଲେ ତ ମା ପଙ୍ଖା ରେ ଆତ୍ମହତ୍ୟା କରିଥିବା ର ଦେଖିବା କୁ ପାଇଥିଲେ | ଏହା ପରେ ସେ ପୋଲିସ କୁ ସୂଚନା ଦେଇଥିଲେ | ପୋଲିସ ଶବ ବ୍ୟବଛେଦ ପାଁଇ ପଠାଇଥିଲା | ପୋଲିସ କୁ ଘଟଣା ସ୍ଥାନ ରୁ କୌଣସି ସୁସାଇଟ ନୋଟ ବରାମତ ହେଇନାହିଁ |

Share Your Views In Comments Below

comments