ସ୍ୱର୍ଗର ପରୀଙ୍କ ଠାରୁ ଆହୁରି ସୁନ୍ଦର ଦେଖିବାକୁ Pathan ବ୍ରଦରଙ୍କ ସ୍ତ୍ରୀ ମାନେ, ପ୍ରଥମ ଥର ସାମ୍ନାକୁ ଆସିଲା ଫୋଟୋ, ନିଜେ ଦେଖନ୍ତୁ ଜାଣି ପାରିବେ

ଆମ ଦେଶ ରେ ଲୋକେ କ୍ରିକେଟ ଖେଳ କୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି | ପ୍ରତୋକ ଖେଳ ମଧ୍ୟ ରେ କେବଳ କ୍ରିକେଟ କୁ ହିଁ ଲୋକେ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି | ଏବଂ ଏହି ଖେଳ ରେ କ୍ରିକେଟ ପ୍ରେମୀ ଙ୍କ ର ସଂଖ୍ୟା ବି ଖୁବ ଅଧିକ ଅଟେ | ତେବେ ଭାରତୀୟ ଖେଳ ରେ ଅନେକ ସୁନ୍ଦର ଖେଳ ପ୍ରଦର୍ଶନ କରୁଥିବା ଖେଳାଳି ବି ଅଛନ୍ତି ସେଥିମଧ୍ୟ ରେ ପଠାନ ବ୍ରଦର୍ସ ହେଉଛନ୍ତି ଅନ୍ୟତମ | ଆଜିକା ସମୟ ରେ ପ୍ରତୋକ କ୍ରିକେଟ ପ୍ରେମୀ ତାଙ୍କ ଖେଳ ପ୍ରଦର୍ଶନ କୁ ବେଶ ଅଧିକ ପସନ୍ଦ କରିଥାନ୍ତି |

ସେହିପରି ୟୁସୁଫ ପଠାନ ବି ନିଜ ର ସୁନ୍ଦର ବ୍ୟାଟିଂ ରେ ଦର୍ଶକ ଙ୍କ ର ଆକର୍ଷଣ ର କେନ୍ଦ୍ର ପାଲଟିଥାନ୍ତି | ବର୍ତମାନ ଇରଫାନ ପଠାନ ଆଇପିଏଲ ରେ କେବଳ କମେଣ୍ଟଟ୍ରି କରିବା ର ହିଁ ଦେଖିବାକୁ ମିଳିଛି | ଏବଂ ୟୁସୁଫ ପଠାନ ଆଇପିଏଲ ରେ ଖେଳିଥାନ୍ତି |

ଏକ ସମୟ ରେ ଭାରତ ର ଜଣେ ଅଲ୍ରାଉଣ୍ଡର ଖେଳାଳି ଭାବ ରେ ଖୁବ ଲୋକପ୍ରିୟତା ପାଇଥିଲେ ଇରଫାନ ପଠାନ | ସେ ନିଜ ର ସୁନ୍ଦର ବ୍ୟାଟିଂ ରେ ଅନେକ ସମୟ ରେ ଭାରତୀୟ ଦଳ କୁ ଜିତିଛନ୍ତି | ଅନେକ ମ୍ୟାଚ ରେ ସେ ଓପନିଂ ବି କରିଥାନ୍ତି | ତେବେ ଆଜିକା ସମୟ ରେ ସେ କ୍ରିକେଟ ରୁ ସନ୍ୟାସ ନେଇସାରିଛନ୍ତି ଏବଂ 2016 ରେ ବିବାହ କରିଥିଲେ | ଉଭୟ 2014 ରୃ ହିଁ ପ୍ରେମ ସମ୍ବନ୍ଧ ରେ ଥିଲେ |

ଆପଣ ଜାଣି ଆଶ୍ଚଯ୍ୟ ହେବେ କି ଇରଫାନ ପଠାନ ଙ୍କ ର ପତ୍ନୀ କୌଣସି ସାଧାରଣ ମହିଳା ନୁହନ୍ତି ସେ ଜଣେ ସଫଳ ମଡେଲ ଅଟନ୍ତି | କିନ୍ତୁ କ୍ୟାମେରା ସମୁଖ ରେ ସର୍ବଦା ବୁର୍ଖା ପିଂଧିକି ହିଁ ନଜର ଆସିଥାନ୍ତି |

ଇରଫାନ ଯାହାଙ୍କୁ ବିବାହ କରିଛନ୍ତି ତାଙ୍କ ନାମ ହେଉଛି ସଫା | ସଫା , ଇରଫାନ ଙ୍କୁ ବିବାହ କରିବା ପୂର୍ବ ରୁ ଜଣେ ଲୋକପ୍ରିୟ ମଡେଲ ଥିଲେ | ଏବଂ ଏହି ବିବାହ ଖୁବ ସାଧାରଣ ବିବାହ ପରି ହେଇଥିଲା |

ଏହା ତ ଆପଣ ଜାଣିଥିବେ ମୁସଲିମ ଧର୍ମ ରେ ପତ୍ନୀ ଙ୍କ ର ଚେହେରା ଦେଖା ଯାଇ ନ ଥାଏ | କିନ୍ତୁ ସମୟ ସୁଯୋଗ ଦେଖି ନିଜ ସୁନ୍ଦର ପତ୍ନୀ ଙ୍କ ର ଫୋଟୋ ଇରଫାନ ସୋସିଆଲ ମିଡ଼ିଆ ରେ ସେୟାର କରିଥାନ୍ତି | ଏବଂ ଏହି ଫୋଟୋ ଗୁଡିକ ଆଜିକାଲି ବେଶ ଭାଇରଲ ହେବାରେ ଲାଗିଛି |

ଆକ୍ରମକ ଖେଳାଳି ୟୁସୁଫ ପଠାନ ଙ୍କୁ ଲୋକେ ଖୁବ ଶାନ୍ତ ଖେଳାଳି ବୋଲି ମାନିଥାନ୍ତି | ଫିଲଡ ରେ ସେ କିନ୍ତୁ ଖୁବ ଆକ୍ଟିଭ ରହିଥାନ୍ତି | ଏବଂ ଅଧିକାଂଶ ସମୟ ରେ ସେ ନିଜ ପତ୍ନୀ ଙ୍କ ସହ ବି ଦେଖିବାକୁ ମିଳିଥାନ୍ତି |

ତେବେ ଏହି ଦୁଇ କ୍ରିକେଟର ଙ୍କ ର ପତ୍ନୀ ଙ୍କ ର ଫୋଟୋ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଇଚି | ସେହିପରି ୟୁସୁଫ 2014 ରେ ମୁମ୍ବାଇ ରେ ରହୁଥିବା ଆୟେସା ଙ୍କୁ ବିବାହ କରିଥିଲେ |

Share Your Views In Comments Below

comments