ତରଙ୍ଗ TVର ହିରୋଇନ ମାନଙ୍କୁ ମିଳୁଛି ଏତେ ଟଙ୍କା Darama… ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ, ସବୁଠୁ ଅଧିକ ପାଉଛନ୍ତି ଏହି ହିରୋଇନ…

ନମସ୍କାର ବନ୍ଧୁଗଣ ଆପଣମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଧାରାବାହିକ ସବୁ ନିଶ୍ଚିତ ଭାବରେ ଦେଖୁଥିବେ ଆଉ ଏହି ଧାରାବାହିକ ମାନଙ୍କରେ ଦମଦାର ଅଭିନୟ କରୁଥିବା ସବୁ ହିରୋଇନ୍ ମାନଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଛନ୍ତି କି ଏହି ହିରୋଇନ୍ ମାନଙ୍କ ଦରମା କେତେ ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।

ଗୌରୀ : ଦର୍ଶକ ବନ୍ଧୁ ଗୌରୀ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଗୌରୀ ଧାରାବାହିକରେ ଦମଦାର ଅଭିନୟ କରୁଛନ୍ତି ଏବଂ ତାଙ୍କର ପ୍ରକୃତି ନାମ ହେଉଛି ନିଳାଖି ପାତ୍ର ଆଉ ସେ ଅନେକ ଧାରାବାହିକ ଓ ଆଲବମ୍ ରେ ମଧ୍ୟ ଅଭିନୟ କରି ସାରିଛନ୍ତି ତେବେ ଗୌରୀ ସେହି ଧାରାବାହିକର ଗୋଟିଏ ଦିନର ସୁଟିଂ ପାଇଁ ସାଢେ଼ ୫ ହଜାର ଟଙ୍କା ନେଇଥାନ୍ତି।

ଇତି: ଇତି ଓଡ଼ିଶାର ନମ୍ବର୍ ୧ ଧାରାବାହିକ ସିନ୍ଦୂରର ଅଧିକାର ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି ଆଉ ତାଙ୍କର ସୁନ୍ଦର ଅଭିନୟ କାରଣରୁ ସେ ଓଡ଼ିଶାର ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନେଇ ପାରିଛନ୍ତି ତେବେ ଇତିଙ୍କୁ ଗୋଟିଏ ଦିନର ସୁଟିଂ ପାଇଁ ୪ ହଜାର ଟଙ୍କାର ମିଳିଥାଏ।

ତାରିଣୀ : ଦର୍ଶକ ବନ୍ଧୁ ଆପଣମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ତାରିଣୀ ଆଖିର ତାରା ଧାରାବାହିକଟିକୁ ନିଶ୍ଚିତ ଭାବରେ ଦେଖୁଥିବେ ଆଉ ଏଥିରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଥିବା ତାରିଣୀଙ୍କ ଜବରଦସ୍ତ ଅଭିନୟ ମଧ୍ୟ ଦେଖିଥିବେ ତେବେ ତାରିଣୀ ଗୋଟିଏ ଦିନର ସୁଟିଂ ପାଇଁ ୫ ହଜାର ଟଙ୍କା ନେଇଥାନ୍ତି।

ଆଶା: ଆଶା ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଛନ୍ତି ଶୁଇଟି ପଟ୍ଟନାୟକ ଆଉ ସେ ଆଗରୁ ଅନେକ ଧାରାବାହିକ ଓ ଆଲବମ୍ ରେ ନିଜର ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ତେବେ ଆଶା ଗୋଟିଏ ଦିନର ସୁଟିଂ ପାଇଁ ୬ ହଜାର ଟଙ୍କା ନେଇଥାନ୍ତି।

ପୂଜା : ତେବେ ପୂଜାଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ପୂଜା ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଝିଅ ଆମର ନୂଆ ବୋହୂ ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ଆଉ ତାଙ୍କର ଅଭିନୟ ଦର୍ଶକମାନଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସୁଛି ତେବେ ପୂଜା ଗୋଟିଏ ଦିନର ସୁଟିଂ ପାଇଁ ୩ ହଜାର ଟଙ୍କା ନେଇଥାନ୍ତି।

ନେତ୍ରା: ନେତ୍ରା ବନ୍ଧନ ଏ ଜନ୍ମ ଜନ୍ମର ଧାରାବାହିକରେ ଦମଦାର ଅଭିନୟ କରୁଛନ୍ତି ଆଉ ଦର୍ଶକମାନେ ମଧ୍ୟ ତାଙ୍କର ଅଭିନୟକୁ ବୋହୁ ମାତ୍ରାରେ ଭଲ ପାଇବା ଦେଉଛନ୍ତି ଯାହା ଫଳରେ ଏହି ଧାରାବାହିକଟି ଦିନକୁ ଦିନ ଅଧିକ ଉପରକୁ ଉଠି ଚାଲିଛି ତେବେ ନେତ୍ରା ଗୋଟିଏ ଦିନର ସୁଟିଂ ପାଇଁ ୨ ହଜାର ୫ ଶହ ଟଙ୍କା ନେଇଥାନ୍ତି।

Share Your Views In Comments Below

comments