ଥାନାକୁ ଗଲେ ଓଡ଼ିଆ ସିରିଏଲ ଅଭିନତ୍ରୀ ନୁପୁର, ସାମ୍ନାକୁ ଆସିଲା ଏମିତି Bada କାରଣ… ଜାଣିଲେ ବିଶ୍ୱାସ କରିପାରିବେ ନାହିଁ

ନମସ୍କାର ବନ୍ଧୁଗଣ ଏବେ ଏବେ ଯାହା ଏକ ବଡ଼ ଖବର ଆସୁଛି ଥାନାକୁ ଗଲେ ଧାରାବାହିକ ଜଗତର ଜଣାଶୁଣା ଅଭିନେତ୍ରୀ ନୂପୁର ମହାପାତ୍ର ତେବେ ଦର୍ଶକ ବନ୍ଧୁ କଣ ଏମିତି ଘଟିଲା କାହିଁକି ଥାନାକୁ ଗଲେ ନୂପୁର ମହାପାତ୍ର ଆସନ୍ତୁ ଜାଣିବା। ତେବେ ଦର୍ଶକ ବନ୍ଧୁ ଆପଣମାନେ ନୂପୁର ମହାପାତ୍ରଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ |

ସେ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି ତରଙ୍ଗ ଟିଭି ହେଉ କିମ୍ବା ସାର୍ଥକ ଟିଭି ନିଜର ଦକ୍ଷତା ସେ ଦେଖାଇଛନ୍ତି ତେବେ ଦର୍ଶକ ବନ୍ଧୁ ନୂପୁର ମହାପାତ୍ର ନିକଟରେ ନଜର ଆସୁଥିଲେ ଝିଲି ଧାରାବାହିକର ଟୀନାଙ୍କ ମାଆ ଭୂମିକାରେ ଏବଂ ଯାହାକୁ ସେ ଖୁବ୍ ଭଲ ଭାବରେ ନିଭାଇଥିଲେ ନେଗେଟିଭ୍ ଚରିତ୍ରରେ ବେଶ୍ ଭଲ ଅଭିନୟ କରନ୍ତି ନୂପୁର ମହାପାତ୍ର ତେବେ ନୂପୁର ମହାପାତ୍ର ଏବେ ଥାନାକୁ ଯାଇଛନ୍ତି |

ମଞ୍ଚେଶ୍ୱର୍ ଥାନାରେ ହାଜର ହୋଇଛନ୍ତି ନୂପୁର ମହାପାତ୍ର କାହିଁକିନା ସେ ଏକ ଗାଡ଼ି ଫେସବୁକ୍ ଆଡ୍ଡରୁ କିଣିବାକୁ ଚାହୁଁଥିଲେ ଏବଂ ଏହି ଗାଡ଼ିଟିକୁ କିଣିବା ପରେ ତାଙ୍କର ଓନରସିପ ଚେଞ୍ଜ୍ ହୋଇନାହିଁ ଏବଂ ଯେଉଁ ଲୋକଟି ତାଙ୍କୁ ଗାଡ଼ି ଦେବାକୁ କହିଥିଲା ସେହି ଲୋକଟି ତାଙ୍କ ସହ ଖେଳିବା ସହିତ ନୂଆ ଗାଡ଼ି ଦେବ କହି ଭଙ୍ଗା ଗାଡ଼ି ତଥା ଆକ୍ସିଡେଣ୍ଟ ପୂର୍ଣ୍ଣ ଗାଡ଼ିଟି ଦେଇଥିଲା ଯାହାରକି ଏୟାର ବ୍ୟାଗ୍ ନଥିଲା ବୋଲି ନୂପୁର ମହାପାତ୍ର ଅଭିଯୋଗ କରିଛନ୍ତି |

ଏବଂ ସେହି ଲୋକଟି ଖେଳିବା ସତ୍ତ୍ବେ ନାରାୟଣ ମୋରଟର୍ସରୁ ଗାଡ଼ି ଆଣିଥିବାର କହିଥିଲେ ନୂପୁର ମହାପାତ୍ର ଏବଂ ଏହା ପରେ ପରେ ସେହି ଲୋକଟିକୁ ଧରି ଆଜି ମଞ୍ଚେଶ୍ୱର୍ ଥାନାରେ ହାଜର ହୋଇଛନ୍ତି ନୂପୁର ମହାପାତ୍ର।ନୂପୁର ମହାପାତ୍ରଙ୍କ କହିବା ଅନୁସାରେ ଆମେ ଗାଡ଼ିଟି ୩ ଲକ୍ଷ ୫୦ ହଜାର ଟଙ୍କା ଦେଇ ଆଣିଥିଲୁ ଏବଂ ଏହି ଗାଡ଼ିଟିର ଓନରସିପ ଚେଞ୍ଜ୍ କରିବା ପାଇଁ ଆମେ ତାକୁ ଯେତେ କହିଲେ ବି ସେ ଶୁଣି ନଥିଲା |

ଏହା ପରେ ପରେ ଆମେ ଜାଣିବାକୁ ପାଇଲୁ ଗାଡ଼ିଟି ନୂଆ ନୁହେଁ ବରଂ ଏବଂ ଗୋଟିଏ ବଡ଼ ଦୁର୍ଘଟଣା ଘଟି ଆସିଛି ଏହି ଗାଡ଼ିଟି ଏବଂ ଆମେ ଏବେ ଏହି ଗାଡ଼ିଟିକୁ ନେବାକୁ ଚାହୁଁନାହୁଁ ଆମ ପଇସା ଆମକୁ ଫେରାଇ ଦିଅ ବୋଲି ନୂପୁର ମହାପାତ୍ର ଅଭିଯୋଗ କରିଛନ୍ତି ତେବେ ନୂପୁର ମହାପାତ୍ରଙ୍କର ଏହି ଅଭିଯୋଗକୁ ଭିତ୍ତି କରି ମଞ୍ଚେଶ୍ୱର୍ ଥାନା ଆଇଏସସି କେସ ଚଲେଇଛନ୍ତି ତେବେ ଦେଖାଯାଇ ନୂପୁର ମହାପାତ୍ରଙ୍କୁ କେବେ ନ୍ୟାୟ ମିଳୁଛି ଏବଂ ନୂପୁର ମହାପାତ୍ରଙ୍କୁ ଗାଡ଼ି ମିଳୁଛି ନା ପଇସା ମିଳୁଛି।

Share Your Views In Comments Below

comments