ତିନି ଜଣ ବ୍ୟକ୍ତିଙ୍କ ସହ ଚତୁର୍ଥୀ ରାତି କରି ସାରିବା ପରେ ଏହି ଯୁବତୀ କରିଲେ ଏପରି ଲଜ୍ୟାକର କାମ, ଶୁଣିକି ପୁରା ସହର ହୋଇଗଲା ସ୍ତବ୍ଦ

ଦୁନିଆ ରେ ପତି ପତ୍ନୀ ଙ୍କ ର ସମ୍ପର୍କ ସବୁଠାରୁ ପବିତ୍ର ସମ୍ପର୍କ ହେଇଥାଏ | ଏହି ପବିତ୍ର ସମ୍ପର୍କ ଆମେ ଅଗ୍ନି କୁ ସଖି ରଖି ଆରମ୍ଭ କରିଥାଉ | ବୈବାହିକ ଜୀବନ ରେ ପ୍ରେମ , ବିଶ୍ୱାସ ଆଦି ର ଅତ୍ୟନ୍ତ ଆବଶ୍ୟକ ରହିଛି | ବିବାହ ର ଏହି ପବିତ୍ର ସମ୍ପର୍କ କୁ କିଛି ଲୋକେ କିନ୍ତୁ ଏପରି ନିନ୍ଦନୀୟ ପରିସ୍ଥିତି ରେ ପହଞ୍ଚିଥାନ୍ତି ଯାହା ଶୁଣି ଆପଣ ଆଶ୍ଚଯ୍ୟ ହେବେ |

ବିଗତ ଦିନ ରେ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି ଜଣେ ଲୁଟେରୀ ଦୁଲହନ ଅନେକ ଲୋକ ଙ୍କୁ ଠକିଛନ୍ତି | ଶେଷରେ ତାଙ୍କ ବାସ୍ତବତା ଜଣାପଡିଥିଲା ଓ ସେ ଗିରଫ ହେଇଥିଲେ | ଆଜି ଆମେ ଏହି ପରି ଏକ ଘଟଣା ବିଷୟ ରେ ଆଲୋଚନା କରିବା |

ଆଜି ର ଏହି ମାମଲା ଟି ଡୁଙ୍ଗରପୁର ମାର୍କେଟ ର ଅଟେ | ଏହା ର ମୂଳ ନିବାସୀ ଅନିଲ ଜେନ 15 ଅପ୍ରେଲ ରେ ଥାନା ରେ ଅଭିଯୋଗ କରିଥିଲେ | ଅନିଲ ଙ୍କ ର ସାନ ଭାଇ ଅଶୋକ କୁମାର ବିଗତ 17 ଜୁଲାଇ ରେ ବିବାହ କରିଥିଲେ ଏବଂ ସେ ବେଲଗ୍ରାମ (କର୍ଣ୍ଣାଟକ )ର ନିବାସୀ ମୈତ୍ରବତୀ ଙ୍କ ସହ ହେଇଚି | ମୈତ୍ରବତୀ ଦୁଇ ମାସ ହେବ ଶଶୁର ଘରେ ରହୁଥିଲେ ଏବଂ ସେଠାରେ ସେ ଲକ୍ଷ ଲକ୍ଷ ଟଙ୍କା ହଡପ କରି ଫେରାର ହେଇଯାଇଛନ୍ତି |

କିନ୍ତୁ 15 ଅପ୍ରେଲ ରେ ପଳାଇଥିବା ଦୁଲହନ ଙ୍କୁ ପୋଲିସ ଗୁରୁବାର ଦିନ ଡୁଙ୍ଗେରପୁର ରେ ଗିରଫ କରିଛି ଓ କୋର୍ଟ ଚାଲାଣ କରିଛି | ମିଳିଥିବା ସୂଚନା ଅନୁସାରେ ଏହି ମହିଳା ମିଥ୍ୟା ବିବାହ କରି ଲୋକ ଙ୍କୁ ଠକୁଛନ୍ତି | ସେ 3 ବର୍ଷ ରେ ତିନି ଗୋଟି ମିଥ୍ୟା ବିବାହ କରି ପ୍ରାୟ ତିନି ଜଣ ବ୍ୟକ୍ତି ଙ୍କ ଠାରୁ 10 ଲକ୍ଷ ଟଙ୍କା ଠକିଯାଇଛନ୍ତି |

ଆପଣ ଜାଣି ଆଶ୍ଚଯ୍ୟ ହେବେ କି କର୍ଣ୍ଣାଟକ ରେ ଏହି ଗ୍ରାମ ରେ ଅଧିକାଂଶ ଯୁବତୀ ଏହିପରି ବିବାହ କରି ଲୋକ ଙ୍କୁ ଠକିଥାନ୍ତି | ଲୋକ ଙ୍କ କହିବା ଅନୁସାରେ ଏହି ଗ୍ରାମ ର ଯୁବତୀ ଟଙ୍କା ଲୋଭ ରେ ବିବାହ କରି ଏପରି ଲୋକ ଙ୍କୁ ଠକିବା ର କାମ କରିଥାନ୍ତି |

ବିଗତ ଦିନ ରେ ଏହି ଲୁଟେରୀ ଦୁଲହନ ଅଶୋକ ଯେନ ଙ୍କ ସହ ବିବାହ କରି କିଛି ଦିନ ରହିବା ପରେ 15 ଅପ୍ରେଲ ରେ ତାଙ୍କ ପାଖ ରୁ ଚାଲିଆସିଥିଲେ | ଏବଂ ଦ୍ୱିତୀୟ ଥର ଆଉ ଜଣେ ଦଲାଲ ଙ୍କ ସମ୍ପର୍କ ରେ ଆସି ଭରତ ଜେନ ଙ୍କୁ 9 ମଇ ରେ ବିବାହ କରିଥିଲେ ସେଠାରୁ 4.50 ଲକ୍ଷ ଲୁଟାଇଥିଲେ ଏବଂ ସେଠାରୁ ଖସି ଆସିବା ପରେ ପୋଲିସ ତାଙ୍କୁ ଗିରଫ କରିଛି | ସେ ପ୍ରଥମେ 17 ବର୍ଷ ବୟସରେ ହିଁ ରୀତି ନୀତି ରେ ପ୍ରଥମ ବିବାହ କରିଥିଲେ |

କିଛି ଦିନ ପରେ ପ୍ରଥମ ବିବାହ ରୁ ଛାଡପତ୍ର ପାଇଥିଲେ ଏବଂ କିଛି ଦଲାଲ ଙ୍କ ସମ୍ପର୍କ ରେ ଆସି ଅଶୋକ ଜେନ ଙ୍କ ସହ ବିବାହ କରିଥିଲେ ସେଠାରୁ 5 ଲକ୍ଷ ଲୁଟିବା ପରେ ଅନ୍ୟତ୍ର ଦ୍ୱିତୀୟ ବିବାହ କରିଥିଲେ | ଏବଂ ଦୀଵା ପତି ଙ୍କ ଘରୁ ମଧ୍ୟ 4.50 ଲକ୍ଷ ଟଙ୍କା ଲୁଟିଥିଲେ |

Share Your Views In Comments Below

comments