ତାରକ ମେହତା ସିରିଏଲରେ ବୁଢା ଦେଖାଯାଉଥିବା ଏହି ଅଭିନେତାଙ୍କ ବୟସ ମାତ୍ର ଏତିକି, ତାଙ୍କ ସ୍ତ୍ରୀ ଦେଖିବାକୁ ଏତେ ସୁନ୍ଦରେ ଦେଖନ୍ତୁ…

ହାସ୍ୟତ୍ମକ ସିରିଏଲ ତାରକ ମେହତା କା ଉଲ୍ଟା ଚଶ୍ମା ର ନାମ ତ ଆପଣ ଶୁଣିଥିବେ | ବିଗତ ଅନେକ ବର୍ଷ ହେବ ଏହି ସିରିଏଲ ଦର୍ଶକ ଙ୍କ ର ଅନେକ ମନୋରଞ୍ଜନ କରାଇ ଆସୁଛି I ହାସ୍ୟ ଜଗତ ରେ ଏହି ସିରିଏଲ ବେଶ ସୁପରିଚିତ ହେଇପାରିଛି | ଏହି ସିରିଏଲର ପ୍ରତୋକ କଳାକାର ନିଜ ନିଜ ମଧ୍ୟ ରେ ବେଶ ସୁପରିଚିତ ଅଟନ୍ତି | ଏହି ଏହି ସିରିଏଲ ର କଳାକାର ଙ୍କ ର ଅଭିନୟ ଏପରି କି ଆପଣ ନ ହସିକି ରହିପାରିବେ ନାହିଁ |

ଅମିତ ଭାଟ ହିଁ ଚମ୍ପକ ଚାଚା ଙ୍କ ର ଅଭିନୟ

ସିରିଏଲ ରେ ବାପୁଜୀ ନାମ ରେ ପରିଚିତ ଚମ୍ପକଲାଲ ଜୟନ୍ତିଲଲ ଅଭିନୟ କରନ୍ତି | ଦର୍ଶକେ ତାଙ୍କୁ ଚମ୍ପକ ଚାଚା ନାମ ରେ ଜାଣିଛନ୍ତି | କିନ୍ତୁ ଏହି ଅଭିନେତା ଙ୍କ ର ବାସ୍ତବିକ ନାମ ଅମିତ ଭାଟ ଅଟେ | ଟିଭି ରେ ଏହି ବୃଦ୍ଧ ଦେଖାଯାଉଥିବା ଏହି ଅଭିନେତା ବାସ୍ତବ ଜୀବନ ରେ ବହୁତ ୟଙ୍ଗ ଅଟନ୍ତି I ଖାଲି ସେତିକି ନୁହେଁ ସେ ନିଜ ର ବୈବାହିକ ଜୀବନ ରେ ଖୁସି ରେ ଅଛନ୍ତି |

ବହୁତ ସୁନ୍ଦର ତାଙ୍କ ର ବୈବାହିକ ଜୀବନ

ଚମ୍ପକ ଚାଚା ହିଁ ହଷ୍ଟ ବିବି ଭୂମିକା ରେ ଅଭିନୟ କରୁଛନ୍ତି | କିନ୍ତୁ ଆପଣ କଳ୍ପନା ମଧ୍ୟ କରି ନ ଥିବେ ଚମ୍ପକ ଚାଚା ଙ୍କ ର ବାସ୍ତବିକ ପତ୍ନୀ ଦେଖିବାକୁ ଏତେ ସୁନ୍ଦର ଓ ଗ୍ଲାମର ଅଟନ୍ତି | ସୁନ୍ଦରତା ମାମଲା ରେ ସେ କୌଣସି ଅଭିନେତ୍ରୀ ଙ୍କ ଠାରୁ କିଛି କମ ନୁହନ୍ତି |

କେବଳ 43 ବର୍ଷୀୟ ଅମିତ

ଅମିତ ଭାଟ ଙ୍କ ର ସୁନ୍ଦର ପତ୍ନୀ ନିଜ ର ସୁନ୍ଦରତା ମାମଲା ରେ କୌଣସି ମଡେଲ ଠାରୁ କିଛି କମ ନୁହନ୍ତି | ଏହି ସିରିଏଲ ରେ ଚମ୍ପକ ଚାଚା ଙ୍କ ର ପତ୍ନୀ କେବେ ନଜର କୁ ଆସି ନାହାନ୍ତି କିନ୍ତୁ ବାସ୍ତବିକ ଜୀବନ ରେ ସେ ବେଶ ଅଧିକ ଚର୍ଚା ରେ ରହିଥାନ୍ତି | ଚମ୍ପକ ଚାଚା ଙ୍କ ର ବୟସ 43 ବର୍ଷ ବୟସ ଅଟେ | ଏବଂ ବାସ୍ତବିକ ଜୀବନ ରେ ସେ ଯାଆଁଳା ସନ୍ତାନ ଙ୍କ ର ପିତା ଅଟନ୍ତି | ଅମିତ ଙ୍କ ର ପତ୍ନୀ ଙ୍କ ର ନାମ କୃତି ଭାଟ ଅଟେ | ଟିଭି ସହ ଅମିତ ଥିଏଟର ରେ ମଧ୍ୟ ଅଭିନୟ କରନ୍ତି ସେ ଥିଏଟର ରେ ବିଗତ 16 ବର୍ଷ ହେବ ଜଡିତ ରହିଛନ୍ତି |

2008 ମସିହା ରେ ତାରକ ମେହତା ସିରିଏଲ ଆରମ୍ଭ ହେଇଥିଲା | ଏହି ସିରିଏଲ ର ଡ଼ାଇରେକ୍ଟର ହର୍ଷଦ ଯୋଶୀ ଅଟନ୍ତି | ବିଗତ 10 ବର୍ଷ ହେବ ସେ ଏହି ସିରିଏଲ କୁ ଏକ ନମ୍ବର ସ୍ଥାନ ରେ ରଖିପାରିଛନ୍ତି ଏବଂ ଲୋକ ଙ୍କର ମନୋରଞ୍ଜନ ମଧ୍ୟ କରୁଛନ୍ତି | ଏହି ସିରିଏଲ ର 2918 ଗୋଟି ଏପିସୋଡ଼ ଲୋକେ ଦେଖି ସାରିଛନ୍ତି | ଭାରତୀୟ ଟେଲିଭିଜନ ଇତିହାସ ରେ ଏତେ ଦିନ ଧରି ଚାଲୁଥିବା ଇତିହାସ ରେ ଏହା ଦ୍ୱିତୀୟ ସିରିଏଲ ଅଟେ |

Share Your Views In Comments Below

comments