ତୃପ୍ତିଙ୍କୁ ଫେରାଇ ଆଣିବା ପାଇଁ ଶଶୁର ଘର ଗଲେ ବାବୁଶାନ, ତାପରେ ସେଠାରେ Jaha ହେଲା… ଏହା କଣ ଠିକ ହେଲାକି ଆପଣ କୁହନ୍ତୁ

ନମସ୍କାର ବନ୍ଧୁଗଣ ଆସିଯାଇଛି ଗୋଟିଏ ବୋହୁତ ବଡ଼ ଖୁସିର ଖବର ତାହେଲେ ତୃପ୍ତିଙ୍କୁ ଫେରାଇ ଆଣିବା ପାଇଁ ଶଶୁର ଘରକୁ ଗଲେ ବାବୁସାନ୍ ମହାନ୍ତି ତେବେ ଦର୍ଶକ ବନ୍ଧୁ ଏହା ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ତେବେ ଦର୍ଶକ ବନ୍ଧୁ ଆପଣମାନେ ବାବୁସାନ୍ ମହାନ୍ତିଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଗତ ଦିନମାନଙ୍କରେ ବାବୁସାନ୍ ଆଉ ପ୍ରକୃତି ମିଶ୍ରଙ୍କୁ ଏକାଠି ଧରିଥିଲେ ତାଙ୍କ ସ୍ତ୍ରୀ ତୃପ୍ତି ଆଉ ଏହାପରେ ତାଙ୍କ ପାରିବାରିକ ସମସ୍ୟା ବଢ଼ି ଯାଇଥିଲା |

ଆଉ ବାବୁସାନ୍ ଙ୍କ ସ୍ତ୍ରୀ ବାବୁସାନ୍ ଙ୍କୁ ଛାଡି ନିଜ ବାପଘରକୁ ଚାଲି ଯାଇଥିଲେ ଆଉ ଏହାପରେ ବାବୁସାନ୍ ଙ୍କ ଘରର ମୂରବୀ ଲୋକମାନେ ତୃପ୍ତିଙ୍କୁ ବୋହୁତ ବୁଝାସୁଝା କରି ବାବୁସାନ୍ ଙ୍କ ପାଖକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରିଥିଲେ ହେଲେ ତୃପ୍ତି ବାବୁସାନ୍ ଙ୍କ ପାଖକୁ ଫେରିବା ପାଇଁ ଜମାରୁ ହେଲେ ରାଜି ନଥିଲେ ଆଉ ଏହାଛଡା ତୃପ୍ତି ବାବୁସାନ୍ ଙ୍କ ନାଁରେ ଥାନାରେ ଦୁଇଟି କେସ ମଧ୍ୟ କରିଥିଲେ ଯାହାର ତଦନ୍ତ ପୋଲିସ୍ ବର୍ତ୍ତମାନ ସମୟରେ ଜାରି ରଖିଛି |

ଆଉ ଏହାରି ମଧ୍ୟରେ ବାବୁସାନ୍ ମହାନ୍ତିଙ୍କ ଜନ୍ମଦିନ ମଧ୍ୟ ସରିଯାଇଥିଲା ହେଲେ ଜନ୍ମଦିନକୁ ଫେରି ନଥିଲେ ତୃପ୍ତି ଆଉ ବାବୁସାନ୍ ଙ୍କ ପାଖକୁ ତାଙ୍କର ବୋହୁତ ସାରା ସମର୍ଥକ ଓ ପରିବାର ଲୋକ ଆସିଥିଲେ ତାଙ୍କର ଜନ୍ମଦିନ ପାଳନ କରିବା ପାଇଁ କିନ୍ତୁ ବାବୁସାନ୍ ମହାନ୍ତିଙ୍କ ସ୍ତ୍ରୀ ତୃପ୍ତି ତାଙ୍କ ପାଖକୁ ଫେରି ନଥିଲେ ଆଉ ସୋସିଆଲ ମିଡିଆରେ ବାବୁସାନ୍ ମହାନ୍ତିଙ୍କ ସ୍ତ୍ରୀ କହିଥିଲେ କି ସେ ବାବୁସାନ୍ ଙ୍କୁ ଦୀର୍ଘ ୨ ବର୍ଷ ହେଲାଣି କ୍ଷମା କରି ଆସୁଛନ୍ତି |

ହେଲେ ଏଥରକ ସେ ବାବୁସାନ୍ ଙ୍କୁ ଜମାରୁ ହେଲେ କ୍ଷମା କରିବେ ନାହିଁ କିମ୍ବା ତାଙ୍କ ପାଖକୁ ସେ କେବେବି ହେଲେ ଫେରିବେ ନାହିଁ ଆଉ ଏହାପରେ ବାବୁସାନ୍ ନିଜ ହାତରେ ରୋଷେଇ କରି ଖାଉଥିବାର ଫଟୋ ନିଜ ସୋସିଆଲ ମିଡିଆରେ ସେୟାର କରିଥିବାର ନଜର ଆସିଛନ୍ତି ଆଉ ଏହାଛଡା ବାବୁସାନ୍ ଙ୍କ ବାପା ଉତ୍ତମ ମହାନ୍ତି ଓ ମାଆ ଅପରାଜିତା ମହାନ୍ତିଙ୍କ ଦେହ ଖରାପ ଅଛି ତ ଏଭଳି ପରିସ୍ଥିତିରେ ବାବୁସାନ୍ ଙ୍କୁ ଛାଡି ଚାଲି ଯାଇଛନ୍ତି ତୃପ୍ତି |

ତ ବର୍ତ୍ତମାନ ବାବୁସାନ୍ ବି ମଧ୍ୟ ତୃପ୍ତିଙ୍କୁ ବୁଝାଇବା ପାଇଁ ତାଙ୍କ ଘରକୁ ଯାଉ ନାହାଁନ୍ତି ହେଲେ ଏଭଳି ପରିସ୍ଥିତିରେ ଯେତେ ସମୟ ଗଡିବ ସେତେ ସେତେ ତାଙ୍କର ସମ୍ପର୍କ ବିଗିଡ଼ିବାରେ ଲାଗିବ ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ବାବୁସାନ୍ ଓ ତୃପ୍ତି ଙ୍କ ଯୋଡି କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।

Share Your Views In Comments Below

comments